ଆମାଜନ୍‌,ଫ୍ଳିପ୍‌କାର୍ଟ ବିକି୍ର ମଧ୍ୟରାତ୍ରୀରୁ ଆରମ୍ଭ

August 05, 2020, ଦେଶ, , Anupambharat News Bureau


ଆମାଜନ୍‌,ଫ୍ଳିପ୍‌କାର୍ଟ ବିକି୍ର ମଧ୍ୟରାତ୍ରୀରୁ ଆରମ୍ଭ
Anupambharat News Bureau
August 05, 2020

ନୂଆଦିଲ୍ଲୀ:ଆମାଜନ୍‌ ପ୍ରାଇମ୍‌ ଡେ ୨୦୨୦ ଓ ଫ୍ଳିପ୍‌କାର୍ଟ ବିଗ୍‌ ସେଭିଂ ଡେ୍‌ ସେଲ୍‌ ମଧ୍ୟରାତ୍ରିରୁ ଆରମ୍ଭ ହେବା ଉଭୟ ଆମାଜନ୍‌ ଓ ଫ୍ଳିପ୍‌କାର୍ଟ ବିକି୍ର ଗ୍ରେଟ୍‌ ଡିଲ୍‌ ସହିତ କେତେକ ନିର୍ଦ୍ଧିଷ୍ଟ ମୋବାଇଲ୍‌ ଫୋନ୍‌, ଲାପ୍‌ଟପ୍‌,ଟିଭି,େୱରବଲ୍ସ ଓ ଅନ୍ୟ ଇଲେକଫି୍ରନିକ୍ସ ରହିଛି । ଆମାଜନ୍‌ ପ୍ରାଇମ୍‌ ଡେ୍‌ ବିକି୍ର ଅଗଷ୍ଟ ୬ରୁ ଆରମ୍ଭ ହେବ । ଫ୍ଳିପ୍‌କାର୍ଟ ଅଫର୍‌ ପ୍ରାରମ୍ଭିକ ଆସେସ୍‌ ଫ୍ଳିପ୍‌କାର୍ଟ ପ୍ଳସ୍‌ ସଦସ୍ୟ ରାତ୍ର ୮ଟାରୁ ଆରମ୍ଭ ହେବ । ଆମାଜନ୍‌ ପ୍ରାଇମ୍‌ ଡେ୍‌ ୨୦୨୦ ସେଲ୍‌ ଇଭେଣ୍ଟ ଉପଲବ୍ଧ ଅନୁସାରେ କମ୍ପାନୀର ପ୍ରାଇମ୍‌ ସଦସ୍ୟ ରହିଛି । ଆମାଜନ୍‌ ଓ ଫ୍ଳିପ୍‌କାର୍ଟ ସମ୍ପୂର୍ଣ୍ଣ ଟିଜର୍‌ ସର୍ବାଧିକ ଅଫର୍‌ ରହିଛି ।
ଆମାଜନ୍‌ ପ୍ରାଇମ୍‌ ଡେ ୨୦୨୦ ବିକି୍ର-ଟପ୍‌ ଅଫରିଂ ମୋବାଇଲ୍‌ ଫୋନ୍‌ ରହିଛି । ଡେ ମୁଖ୍ୟ ବିକି୍ର ଆମାଜନ୍‌ ମଧ୍ୟରେ ଟିଜେରିଂସର୍ବାଧିକ ଆସନ୍ତା ଅଫର ମୋବାଇଲ୍‌ ଫୋନ୍‌ ରହିଛି । ପ୍ରାଇମ୍‌ ଡେ ୨୦୨୦ ବିକି୍ର ଅଫର ୪୦ ପ୍ରତିଶତ ବୃଦ୍ଧି ରିହାତି ବଜେଟ୍‌ ସ୍ମାର୍ଟଫୋନ୍‌ ରହିଥିବା ଜଣାଯାଇଛି । ପ୍ରକାଶଥାଉକି ଟିଜର୍‌ ପେଜ୍‌ ଅନ୍‌ ଆମାଜନ୍‌ ହୋଇଛି । ବିକି୍ର ମଧ୍ୟରେ ଏକ୍ସଚେଞ୍ଜ ଅଫର୍‌ ସହ ଅନ୍ୟ ପେମେଣ୍ଟ ଅଫର୍‌ ରହିଛି । ଆମାଜନ୍‌ ପ୍ରାଇମ୍‌ ଡେ ୨୦୨୦ ବିକି୍ର ରିହାତି ଓ ଅଫର୍‌ ଆଇଫୋନ୍‌ ୧୧, ୱାନ୍‌ପ୍ଳସ୍‌ ୭ଟି, ୱାନ୍‌ପ୍ଳସ୍‌ ୮ ଓ ସାମ୍‌ସଙ୍ଗ୍‌ ଗ୍ୟାଲେକ୍ସି ଏମ୍‌୩୧ ରହିଛି । ଚୁକ୍ତିରେ ଉଭୟ ନିୟମିତ ରିହାତି ଏବଂ ସୀମିତ ସମୟ ସୀମା ମଧ୍ୟରେ ବିକି୍ର ହେବା ସହ ଲାଇଟିଂ ଚୁକ୍ତି ହୋଇଛି । ସମସ୍ତ ଫୋନ୍‌ ଗୁଡିକ ବିକି୍ର ରିହାତି ମୂଲ୍ୟରେ ହେବ । କିନ୍ତୁ ଅନେକ ଅଫର୍‌ ସମୁଦାୟ କ୍ଷେତ୍ରରେ ପ୍ରଭାବ ପକାଇଥାଏ । କେତେକ ବଜେଟ୍‌ ସ୍ମାର୍ଟଫୋନ୍‌ ମଧ୍ୟରେ ରିହାତି ଆମାଜନ୍‌ ପ୍ରାଇମ୍‌ ଡେ୍‌ ୨୦୨୦ ବିକି୍ର ଦେଶରେ ସ୍ମାମ୍‌ସଙ୍ଗ୍‌ ଗ୍ୟାଲେକ୍ସି ଏମ୍‌୨୧,ଅପୋ ଏ୫ ୨୦୨୦, ସାମ୍‌ସଙ୍ଗ୍‌ ଗ୍ୟାଲେକ୍ସି ଏମ୍‌୧୧ ଓ ରେଡ୍‌ମି ନୋଟ୍‌ ୮ ରହିଛି । କେତେକ ମିଡ୍‌ରେଞ୍ଜ ସ୍ମାର୍ଟଫୋନ୍‌ ମଧ୍ୟରେ ଭିବୋ ଭି୧୭, ଭିବୋ ଭି୧୯, ଅପୋ ଏଫ୍‌୧୫, ଅପୋ ଏ୫୨, ଗ୍ୟାଲେକ୍ସି ଏ୩୧,ଭିବୋ ଏସ୍‌୧ ପ୍ରୋ ଏବଂ ସାମ୍‌ସଙ୍ଗ୍‌ ଗ୍ୟାଲେକ୍ସି ଏ୫୧ ସହିତ ରିହାତି ଏବଂ ଅଫର୍‌ ରହିଥିବା ଜଣାଯାଇଛି । ଆମାଜନ୍‌ ପ୍ରାଇମ୍‌ ଡେ୍‌ ସେଲ୍‌ ଇନ୍‌ ଇଣ୍ଡିଆ ଅଫର୍‌ ରିହାତି ସାମ୍‌ସଙ୍ଗ୍‌ ଗ୍ୟାଲେକ୍ସି ଏସ୍‌୧୦ ମୂଲ୍ୟ ୪୪,୯୯୯ଟଙ୍କା ଯାହାର ପ୍ରକୃତ ମୂଲ୍ୟ ୭୧ ହଜାର ରହିଛି । ୱାନ୍‌ପ୍ଳସ୍‌ ୭ଟି ପ୍ରୋ ଉପଲବ୍ଧ ମୂଲ୍ୟ ୪୩,୯୯୯ ଟଙ୍କା ରହିଛି । ଏହାର ପ୍ରକୃତ ମୂଲ ୫୩,୯୯୯ ଟଙ୍କା ରହିଛି । ଆମାଜନ୍‌ ଅଫର୍‌ ଅତିରିକ୍ତ ଏକ୍ସଚେଞ୍ଜ ଅଫର୍‌ ୪ହଜାର ରହିବା ସହ ଜିଓମି ମି୧୦ ଏବଂ ପ୍ରାୟତଃ ୯ ମାସ ନୋ କୋଷ୍ଟ ଇଏମ୍‌ଆଇ ପ୍ରୋମେଣ୍ଟ ସହିତ ୱାନ୍‌ପ୍ଳସ୍‌ ୮ ପ୍ରୋ ୫ଜି ରହିଛି । ଆଇଫୋନ୍‌ ୯ ପ୍ଳସ୍‌ ବିକି୍ର ୪୦, ୯୦୦ ଟଙ୍କା ରହିଛି । ଏହାର ପ୍ରକୃତ ମୂଲ୍ୟ ୭୭,୫୬୦ ଟଙ୍କା ରହିଛି । ଆମାଜନ୍‌ ପ୍ରାଇମ୍‌ଡେ ୨୦୨୦ ବିକି୍ର ଦେଶର ସପ୍ତାହରେ ହୋଇଛି । ଏଲ୍‌ଜି ଜି୮ଏକ୍ସ ମଧ୍ୟରେ ୫୪,୯୯୦ ରହିଛି,ଏହାର ପ୍ରକୃତ ମୂଲ୍ୟ ୭୦ ହଜାର ରହିବା ସହ ସାମ୍‌ସଙ୍ଗ୍‌ ଗ୍ୟାଲେକ୍ସି ନୋଟ୍‌ ୧୦ ଲାଇଟ୍‌ ଉପଲବ୍ଧ ୩୯,୯୯୯ ଟଙ୍କା କିନ୍ତୁ ପ୍ରକୃତ ମୂଲ୍ୟ ୪୫ ହଜାର ରହିଛି । ପ୍ରାଇମ୍‌ ଡେ୍‌ ବିକି୍ର ସମ୍ପୂର୍ଣ୍ଣ ହେବା ସହ ଆମାଜନ୍‌ ଡେଲୀଭେରୀ ହେଇଛି । ଚଳିତବର୍ଷ ଆମାଜନ୍‌ ପ୍ରାୟତଃ ୪୦ ପ୍ରତିଶତ ଅଫ୍‌ ଆଲେକ୍ସ ଡିଭାଇଜ୍‌ ପ୍ରାଇମ୍‌ ଡେ ୨୦୨୦ ବିକି୍ର ହୋଇଛି । ଆମାଜନ୍‌ ଫାଇର୍‌ ଟିଭି ଉପଲବ୍ଧ ୨,୩୯୯ ଟଙ୍କା ରହିଛି,ଏହାର ପ୍ରକୃତ ୩,୯୯୯ ଟଙ୍କା ରହିବା ସହ ସର୍ବକାଳୀନ କେଣ୍ଡଲ୍‌ ପେପର୍‌ ହ୍ୱାଇଟ୍‌ ସ୍ତରରେ ୯,୯୯୯ ଟଙ୍କା ରହିଛି, ଏହାର ପ୍ରକୃତମୂଲ୍ୟ ୧୨,୯୯୯ ଟଙ୍କା ରହିଛି । ଆମାଜନ୍‌ ଇକୋ ରିହାତି ୧୪,୯୯୯ ଟଙ୍କା ରହିଛି, ଏହାର ପ୍ରକୃତ ମୂଲ୍ୟ ୨୨,୯୯୯ ଟଙ୍କା ଓ ଇକୋ ସୋ ଉପଲବ୍ଧ ରିହାତି ମୂଲ୍ୟ ୫,୩୯୯ ଟଙ୍କା ରହିଛି, ଏହାର ପ୍ରକୃତ ମୂଲ୍ୟ ୮,୯୯୯ ଟଙ୍କା ରହିଥିବା ଜଣାଯାଇଛି । ଅତିରିକ୍ତ ପ୍ରାଇମ୍‌ ଡେ ୨୦୨୦ ବିକି୍ର ଆମାଜନ୍‌ ଇଣ୍ଡିଆ ଅଫର୍‌ ରିହାତି ଅନ୍ୟ ଇଲେକଫି୍ରନିକ୍ସ ରହିଛିା ହର୍ନର୍‌ ୱାଚ୍‌ ମେଜିକ୍‌ ୪,୯୯୯ ଟଙ୍କା ରହିଥିବାବେଳେ ଏହା ପ୍ରକୃତରେ ୧୬,୯୯୯ ଟଙ୍କା ଯାହା ଜେବିଏଲ୍‌ ଫ୍ଳିପ୍‌ ୩ ସ୍ପିକର୍‌ ୪,୪୯୯ ଟଙ୍କା ରହିଥିବାବେଳେ ଏହା ପ୍ରକୃତ ମୂଲ୍ୟ ୭,୯୯୯ ଟଙ୍କା ରହିଛି । ଆମାଜନ୍‌ ୬୦ ପ୍ରତିଶତ ରିହାତି ନିର୍ଦ୍ଧାରିତ ସ୍ମାର୍ଟୱାଚ୍‌ରେ ରହିଥିବା ଜଣାଯାଇଛି । ଫ୍ଳିପ୍‌କାର୍ଟ ମଧ୍ୟ ଆମାଜନ୍‌ ପ୍ରାଇମ୍‌ ଡେ୍‌ ୨୦୨୦ ସହିତ ବିଗ୍‌ ସେଲ୍‌ ସପ୍ତାହରେ ଆରମ୍ଭ କରିଛି । ଆମାଜନ୍‌ ବିକି୍ର ଦୁଇଦିନ ମଧ୍ୟରେ ହୋଇଥିବା ବେଳେ ଫ୍ଳିପ୍‌କାର୍ଟ ବିଗ୍‌ ସେଭିଂ ଡେ୍‌ ବିକି୍ର ୟୁନିଟ୍‌ ଅଗଷ୍ଟ ୧୦ ପର୍ଯ୍ୟନ୍ତ ରହିଛି । କେବଳ ଆମାଜନ୍‌, ଫ୍ଳିପ୍‌କାର୍ଟ ଟିଜର୍‌ ସବୁଠାରୁ ଅଫର୍‌ ପ୍ରଦାନ କରିବାରେ ଉଦ୍ୟମ ଜାରି ଜାରି ରହିଛି । ବିଗ୍‌ ସେଭିଂ ଡେ୍‌ ସେଲ୍‌ ଫ୍ଳିପ୍‌କାର୍ଟ ସର୍ବନିମ୍ନ ମୂଲ୍ୟ ଶ୍ରେଷ୍ଠ ସେଲିଂ ମୋବାଇଲ୍‌ ଫୋନ୍‌ ଚଳିତ ସପ୍ତାହ ରହିଛି । ଫ୍ଳିପ୍‌କାର୍ଟ ବିଗ୍‌ ସେଲ୍‌ ଅଫର୍‌ ରିହାତି ଆଇଫୋନ୍‌ ଏକ୍ସଆର୍‌ ମୂଲ୍ୟ ୪୪,୯୯୯ ଟଙ୍କା, ଅପୋ ରିନୋ ୨ ଏଫ୍‌ ମୂଲ୍ୟ ୧୭,୯୯୦ ଟଙ୍କା ଓ ଆଇଫୋନ୍‌ ଏସ୍‌ଇ ୨୦୨୦ରେ ୩୬,୯୯୯ ଟଙ୍କା ରହିଛି । ମଧ୍ୟମଧରଣ ରିହାତି ସମୁଦାୟ ମୂଲ୍ୟ ରହିଛି । ଫ୍ଳିପ୍‌କାର୍ଟ ବିଗ୍‌ ସେଭିଂ ଡେ୍‌ବିକି୍ର ରିହାତି ଅଫର୍‌ ରେଡ୍‌ମି କେ୨୦, ଅପୋ ଏ୫ ଓ ରିୟଲ୍‌ମି ଏକ୍ସ୨ ପ୍ରୋ ସୋଲï ୨୨,୯୯୯ ଟଙ୍କା ରହିଥିବା ବେଳେ ପ୍ରକୃତ ମୂଲ୍ୟ ୨୮,୯୯୯ ଟଙ୍କା ରହିଛି । ଆଇଫୋନ୍‌ ୭ ପ୍ଳସ୍‌ ଉପଲବ୍ଧ ୩୪,୯୯୯ ରହିଥିବାବେଳେ ପ୍ରକୃତରେ ୩୭,୯୦୦ ଓ ଅପୋ ରିନୋ ୧୦ଏକ୍ସ ଜୁମ୍‌ ୨୬,୯୯୦ ଟଙ୍କା ରହିଥିବାବେଳେ ପ୍ରକୃତରେ ୪୧,୯୯୦ ଟଙ୍କା ରହିଥିବା ବେଳେ ଫ୍ଳିପ୍‌କାର୍ଟ ଅଫର୍‌ ୨୦ ହଜାର ରହିଥିବାବେଳେ ମୋଟୋରୋଲା ରେଜ୍‌ ୨୦୧୯ ସୁହାଇଲା ଫୋନ୍‌ ଅନ୍‌ଲାଇନ୍‌ ପେମେଣ୍ଟ ବ୍ୟବହାର ହୋଇପାରିବ । ଅଥବା ଅଫର୍‌ ମୋବାଇଲ୍‌ ଫୋନ୍‌, ଫ୍ଳିପ୍‌କାର୍ଟ ବିକି୍ର ମଧ୍ୟରେ ରିହାତି ପ୍ରାୟତଃ ୭୦ ପ୍ରତିଶତ ନିର୍ଦ୍ଧାରିତ ଟିଭି ,ଲାପ୍‌ଟେପ୍‌ ସହିତ ୪୦ ପ୍ରତିଶତ ରିହାତି ହୋଇଛି । ନୂତନ ଲାପ୍‌ଟପ୍‌ ଓ ଟାବ୍‌ଲେଟ୍‌ କାର୍ଯ୍ୟକାରୀ ଗୃହରେ କାର୍ଯ୍ୟକାରୀ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

Read More...

ଦିନକରେ କରୋନାରେ ୧୩୩୭ ଆକ୍ରାନ୍ତ, ନ’ ମୃତ

ଦିନକରେ କରୋନାରେ ୧୩୩୭ ଆକ୍ରାନ୍ତ, ନ’ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page