ଦେଶରେ ଜିଓମାର୍ଟ ଅନ୍‌ଲାଇନ୍‌ରେ ୫୦% କିରାଣୀ ଜିନିଷ ବିକି୍ର କରିଛି: ଗୋଲïମ୍ୟାନ୍‌

July 27, 2020, ଦେଶ, , Anupambharat News Bureau


ଦେଶରେ ଜିଓମାର୍ଟ ଅନ୍‌ଲାଇନ୍‌ରେ ୫୦% କିରାଣୀ ଜିନିଷ ବିକି୍ର କରିଛି: ଗୋଲïମ୍ୟାନ୍‌
Anupambharat News Bureau
July 27, 2020

ନୂଆଦିଲ୍ଲୀ:ଦେଶରେ ଜିଓମାର୍ଟ ଅନ୍‌ଲାଇନ୍‌ରେ ୫୦% କିରାଣୀ ଜିନିଷ ବିକି୍ର କରିଥିବା ଗୋଲïମ୍ୟାନ୍‌ ସଚ୍‌ ପକ୍ଷରୁ କୁହାଯାଇଛି । ଫେସ୍‌ବୁକ୍‌ ଜିଓମାର୍ଟ କିଛିକାଂଶରେ ସହାୟକ ହୋଇଛି । ମୁକେଶ ଅମ୍ବାନୀ ନିୟମିତ ଭାବେ ଖୁଚୁରା ବଜାରରେ ନିଜର ସ୍ଥିତି ଜାରି କରିବାକୁ ଚାହୁଁଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍‌ ଲିଃ ଆକଳନ ଅନୁସାରେ ଦେଶର କିରାଣୀ ଜିନିଷ ୫୦ ପ୍ରତିଶତ ବିକି୍ର କରିଥିବା ଜଣାପଡିଛି ।
ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍‌ ଲିଃ ପାର୍ଟନରସିପ୍‌ ଭାବରେ ଫେସ୍‌ବୁକ୍‌ କମ୍ପାନୀର କାରବାର ସହାୟକ ହୋଇଛି । ଅନ୍‌ଲାଇନ୍‌ କିରାଣୀ ଜିନିଷଗୋଲïମ୍ୟାନ ସଚ୍‌ ପକ୍ଷରୁ ଗତ ସପ୍ତାହ ରିପୋର୍ଟରେ କୁହାଯାଇଛି । କମ୍ପାନୀର ପ୍ରାୟତଃ ୫୦% ସେୟାର୍‌ ଅନ୍‌ଲାଇନ୍‌ କିରାଣୀ ବଜାର ୨୦୨୪ ରହିଛି । କିରାଣୀ ସର୍ବାଧିକ ବର୍ଗରେ ଦୁଇ ଓ ଅଧିକ ରହିଛି । ରିପୋର୍ଟରେ ୨୦୧୯ରେ ବିଗ୍‌ ବାସ୍‌କେଟ୍‌ ଓ ଗୋଫେରସ୍‌ ଆକାଉଣ୍ଟ ସର୍ବାଧିକ ୮୦% ଅନ୍‌ଲାଇନ୍‌ କିରାଣୀ ବଜାର ଗୋଲïମ୍ୟାନ୍‌ ସଚ୍‌ କହିଛି । ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍‌ ଲିଃ ନିକଟରେ ଘୋଷଣା କରିଛି ଯେ,ଅଂଶଧନ ବିକି୍ର ଟେଲିକମ୍‌ ଆର୍ମ ରିଲାଏନ୍ସ ଜିଓ ରୁ ଆମେରିକା ଅବସ୍ଥାପିତ ସୋସିଆଲ୍‌ ମିଡିଆ ପ୍ଳାଟଫର୍ମ ଫେସ୍‌ବୁକ୍‌ ଦୁଇଟି କମ୍ପାନୀ ଲାଭପାଇବେ । ଯାହା ଦେଶରେ ଅନ୍‌ଲାଇନ୍‌ କାରବାର ହୋଇପାରିବ । ଇ-କର୍ମସ୍‌ ସାଧାରଣ ବୁକ୍‌ ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍‌ ଲିଃ ନିକଟରେ ପାର୍ଟନରସିପ୍‌ ଭାବରେ ଫେସ୍‌ବୁକ୍‌ ରହିଛି । ଏହା ଜରିଆରେ ଅନ୍‌ଲାଇନ୍‌ ସପିଂ ହୋଇପାରିବ । ସର୍ବାଧିକ ପରିମାଣରେ ଭାରତୀୟ ଇଣ୍ଟରନେଟ୍‌ ସ୍ଥିତି ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍‌ ଦେଶର ସର୍ବାଧିକ ବଜାର କମ୍ପାନ ସହିତ ଉଦ୍ୟୋଗ ମଧ୍ୟରେ ଶକ୍ତି, ଟେଲିକମ୍‌ ଓ ଖୁଚୁରା ବଜାର ରହିଛି । ଇ-କର୍ମସ୍‌ ସହିତ କମ୍ପାନୀ ଚୁକ୍ତି କରିଛି । ୱାଟ୍ସଅପ୍‌ ଅନ୍‌ଲାଇନ୍‌ କିରାଣୀ ରିପୋର୍ଟରେ କୁହାଯାଇଛି । ଫେସ୍‌ବୁକ୍‌ ୯.୯୯% ଅଂଶଧନ ଜିଓ ପ୍ଳାଟଫର୍ମ ୪୩ ହଜାର କୋଟି କ୍ରୟ କରିଛି । ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍‌ ଲିଃ ନୂତନ କର୍ମସ୍‌ ଭେନଞ୍ଚର ଜିଓମାର୍ଟ ଫେସ୍‌ବୁକ୍‌, ୱାଟ୍ସଅପ୍‌ ସହ ସଂଯୋଗ କିରାଣୀ ଷ୍ଟୋର୍‌ ସହିତ ଗ୍ରାହକ ରହିଛି । ଅନ୍‌ଲାଇନ୍‌ କିରାଣୀ ସେଗ୍‌ମେଣ୍ଟ ମଧ୍ୟରେ ପ୍ରମୁଖ ଅଭିବୃଦ୍ଧିରେ ରିପୋର୍ଟରେ ୫୦% ବୃଦ୍ଧି ଗତ ବର୍ଷରେ ହୋଇଛି । କରୋନା ଭାଇରସ୍‌ ଯୋଗୁଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିଃ ସେଗ୍‌ମେଣ୍ଟ ଆକଳନ ଅନ୍‌ଲାଇନ୍‌ କିରାଣୀ ବିକି୍ର ହୋଇଛି । ୨୦୧୯-୨୪ରେ ଅନ୍‌ଲାଇନ୍‌ କିରାଣୀ ବିକି୍ର ରିପୋର୍ଟ ୮୧% ସିଏଜିଆର୍‌ ରହିଛି । ଇ-କର୍ମସ୍‌ ସାଧାରଣ ଆକଳନ ୨୦୨୪ ସ୍ତରରେ କିରାଣୀ ଓ ଏଫ୍‌ଏମ୍‌ସିଜି ଉନ୍ନତି ହେବା ସହ ଜମା କରିବା ଇକୋସିଷ୍ଟମ୍‌ ସହିତ ସପିଂ ୱାଟ୍ସଅପ୍‌ ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଇଏଏସ ସ୍ତରରେ ଅଦଳ ବଦଳ

ଆଇଏଏସ ସ୍ତରରେ ଅଦଳ ବଦଳ

Read More...

ଗେହଲଟ-ପାଇଲଟ୍‌ ରାଜନୈତିକ ବିବାଦ:  ରାଜ୍ୟପାଳଙ୍କୁ ହଟାଇବାକୁ ଦାବି

ଗେହଲଟ-ପାଇଲଟ୍‌ ରାଜନୈତିକ ବିବାଦ: ରାଜ୍ୟପାଳଙ୍କୁ ହଟାଇବାକୁ ଦାବି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page