ଆଉ ପାଞ୍ଚ ସୁସ୍ଥ ହେଲେ

May 09, 2020, ଓଡ଼ିଶା, , Anupambharat News Bureau


ଆଉ ପାଞ୍ଚ ସୁସ୍ଥ ହେଲେ
Anupambharat News Bureau
May 09, 2020

ଭୁବନେଶ୍ୱର, ୯ା୫(ଅନୁପମମିଡ଼ିଆ): ରାଜ୍ୟରେ ଆଉ ପାଞ୍ଚ ଜଣ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି । ସେମାନଙ୍କ କରୋନା ଯାଞ୍ଚ ରିପୋର୍ଟ ନେଗେଟିଭ୍‌ ଆସିଛି । ସେମାନଙ୍କ ମଧ୍ୟରୁ ଚାରିଜଣ ବାଲେଶ୍ୱରର ହୋଇଥିବା ବେଳେ ଜଣେ ଯାଜପୁରର । ଏଥିସହ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୬୮ ଜଣ ସୁସ୍ଥ ହୋଇସାରିଲେଣି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ଏହି ସୂଚନର ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟବାସୀ ଭୟଭୀତ ହୁଅ;ୁ ନାହିଁ : ବାଗଚୀ

ରାଜ୍ୟବାସୀ ଭୟଭୀତ ହୁଅ;ୁ ନାହିଁ : ବାଗଚୀ

Read More...

ଗଞ୍ଜାମ ଜିଲ୍ଲାରେ ବେକାବୁ

ଗଞ୍ଜାମ ଜିଲ୍ଲାରେ ବେକାବୁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page