 
      Anupambharat News Bureau
Anupambharat News Bureau
ଅନୁପମ ଭାରତର ନୂତନ ୱେବ୍ ପୋର୍ଟାଲ୍କୁ ଆପଣଙ୍କୁ ସ୍ବାଗତ ଜଣାଉଛୁ ଆଗାମୀ ଦିନରେ ଆମର ଏହି ୟୁନିକୋଡ଼୍ ବ୍ୟବହାର କରାଯାଇ ନିର୍ମିତ ୱେବସାଇଟରେ ଆପଣ ଆମର ଦୈନିକ ଖବର ସମେତ ବିଭିନ୍ନ ବିଭାଗର ସମ୍ବାଦ ଏବଂ ଆଲେଖ୍ୟ ପଢ଼ିବାର ସୁଯୋଗ ପାଇବେ
ନୂତନ ଜ୍ଞାନ କୌଶଳରେ ନିର୍ମିତ ଏହି ୱେବ୍ ପୋର୍ଟାଲ ଆପଣଙ୍କ କମ୍ପ୍ୟୁଟର ଏବଂ ମୋବାଇଲ ଉପଯୋଗୀ କରାଯାଉଛି ଏବଂ ଏହାର ଏକ ଆଣ୍ଡ୍ରଏଡ୍ ଆପ୍ ଖୁବ୍ ଶୀଘ୍ର ଗୁଗୁଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ କରାଯିବାର ଯୋଜନା କରାଯାଉଛି
ଆପଣଙ୍କ ଦିନଟି ଶୁଭ ଓ ମଙ୍ଗଳମୟ ହେଉ
ଧନ୍ୟବାଦ
ସମ୍ପାଦକ, 
ଅନୁପମ ଭାରତ
