୮ ରେ ଯୁକ୍ତ ଦୁଇ କଳା ରେଜଲଫ

August 06, 2022, ଓଡ଼ିଶା, , Anupambharat News Bureau


୮ ରେ ଯୁକ୍ତ ଦୁଇ କଳା ରେଜଲଫ
Anupambharat News Bureau
August 06, 2022


ଭୁୁବନେଶ୍ୱର,୬ା୮(ଅନୁପମ ମିଡ଼ିଆ): ଆସନ୍ତା ୮ ତାରିଖ ଦିନ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶିତ ହେବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ମିଳିଥିବା ସୂଚନା ଅନୁସାରେ ୮ତାରିଖ ୪ଟାରେ ଯୁକ୍ତ ଦୁଇ କଳା ରେଜଲଫ ସହ ଧନ୍ଦାମୂଳକ ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇବ । ପୂର୍ବରୁ ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ରେଜଲଫ ପ୍ରକାଶ ପାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ଆସୁଛନ୍ତି ଶାହା:  ବିଜେପି କାର୍ଯ୍ୟକର୍ତ୍ତା ଉତ୍ସାହିତ

ଆଜି ଆସୁଛନ୍ତି ଶାହା: ବିଜେପି କାର୍ଯ୍ୟକର୍ତ୍ତା ଉତ୍ସାହିତ

Read More...

ଜଗଦୀପ ଧନଖଡ ଉପରାଷ୍ଟ୍ରପତି ନିର୍ବାଚିତ

ଜଗଦୀପ ଧନଖଡ ଉପରାଷ୍ଟ୍ରପତି ନିର୍ବାଚିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page