୩୯୩ ଶିଶୁ ରାସ୍ତାକଡ଼ରେ ରହୁଛନ୍ତି:ମନ୍ତ୍ରୀ

July 16, 2022, ଓଡ଼ିଶା, , Anupambharat News Bureau


୩୯୩ ଶିଶୁ  ରାସ୍ତାକଡ଼ରେ ରହୁଛନ୍ତି:ମନ୍ତ୍ରୀ
Anupambharat News Bureau
July 16, 2022


ବିଧାନସଭାରେ ବିଜେଡି ବିଧାୟକ ପ୍ରଫୁଲ ସାମଲ ରାଜ୍ୟର କେତେ ଶିଶୁ ରାସ୍ତାକଡ଼ରେ ରହୁଛନ୍ତି ବୋଲି ପ୍ରଶ୍ନ କରିଥିଲେଛ ଏହାର ଲିଖିତ ଉତ୍ତର ରଖି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଛନ୍ତି, ରାଜ୍ୟର ମାତ୍ର ୩୯୩ ଜଣ ଶିଶୁ ରାସ୍ତାକଡ଼ରେ ରହୁଛନ୍ତିଛ - ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୦୫ ଜଣ ଶିଶୁ ରହିଥିବା ବେଳେ ଦ୍ୱିତୀୟରେ ରହିଛି ଯାଜପୁର ଜିଲ୍ଲା, ଯେଉଁଠି ୩୦ ଜଣ ଶିଶୁ ରାସ୍ତା କଡ଼ରେ ଜୀବନ ଅତିବାହିତ କରୁଛନ୍ତିଛ





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୦ରୁ ଯୁକ୍ତ ଦୁଇ  ନାମଲେଖା ଆବେଦନ

୨୦ରୁ ଯୁକ୍ତ ଦୁଇ ନାମଲେଖା ଆବେଦନ

Read More...

ଗୃହରେ ପ୍ରଶ୍ନପତ୍ର ଲିକ ଓ କାଶୀପୁର ପ୍ରସଙ୍ଗ ଜୋର ଧରିଲା

ଗୃହରେ ପ୍ରଶ୍ନପତ୍ର ଲିକ ଓ କାଶୀପୁର ପ୍ରସଙ୍ଗ ଜୋର ଧରିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page