ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ୨୪ ରାଉଣ୍ଡ ସୁଦ୍ଧା ୧୯ ହଜାର ୫୬୫ ଭୋଟ୍‌ରେ ଆଗୁଆ

May 23, 2019, ଓଡ଼ିଶା, , Anupambharat News Bureau


 ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ୨୪ ରାଉଣ୍ଡ ସୁଦ୍ଧା  ୧୯ ହଜାର ୫୬୫ ଭୋଟ୍‌ରେ ଆଗୁଆ
Anupambharat News Bureau
May 23, 2019

ତାଳଚେର,୨୩ା୫(ଅନୁପମ ମିଡିଆ): ୬୦ ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ ବିଜୟ ପଥରେ ଆଗୁସାର ହେଉଥିଲା ବେଳେ ୨୪ ରାଉଣ୍ଡ ସୁଦ୍ଧା ସେ ୧୯ ହଜାର ୫୬୫ ଭୋଟ୍‌ରେ ଆଗୁଆ ଥିବା ଜଣାପଡ଼ିଛି । ବିଜେଡ଼ି ପ୍ରାର୍ଥୀ ଶ୍ରୀ ପ୍ରଧାନ ୫୬୬୨୮ ଭୋଟ୍‌ ପାଇଥିଲା ବେଳେ ବିଜେପି ପ୍ରାର୍ଥୀ କାଳନ୍ଦି ସାମଲ ୩୭୧୬୩ ଭୋଟ୍‌ ୨୪ ରାଉଣ୍ଡ ସୁଦ୍ଧା ପାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ବିଜୟ ସୁନିଶ୍ଚିତ

ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ବିଜୟ ସୁନିଶ୍ଚିତ

Read More...

ଆନନ୍ଦପୁରରୁ ଭାଗିରଥି ଓ ଘସିପୁରାରୁ ବଦ୍ରି ବିଜୟୀ

ଆନନ୍ଦପୁରରୁ ଭାଗିରଥି ଓ ଘସିପୁରାରୁ ବଦ୍ରି ବିଜୟୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page