ମଇ ଦ୍ୱିତୀୟ ସପ୍ତାହରେ ସଂକ୍ରମଣ ହ ୍ରାସ

April 24, 2021, ଓଡ଼ିଶା, , Anupambharat News Bureau


ମଇ ଦ୍ୱିତୀୟ ସପ୍ତାହରେ ସଂକ୍ରମଣ ହ ୍ରାସ
Anupambharat News Bureau
April 24, 2021


ଭୁବନେଶ୍ୱର, ୨୪ା୪(ଅନୁପମ ମିଡ଼ିଆ): ରାଜ୍ୟରେ କରୋନା ସଂକ୍ରମଣ ସଂପ୍ରତି ହୁ ହୁ ହୋଇ ବଢ଼ୁଥିବା ବେଳେ ମଇ ଦ୍ୱିତୀୟ ସପ୍ତାହରେ ସଂକ୍ରମଣ ହ ୍ରାସ ପାଇବ ବୋଲି ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ,ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାରେ କରୋନା ସ୍ଥିତି ଭଲ ଥିବା ରହିଛି । ଟ୍ରିପଲ ମୁ୍ୟଣ୍ଟାଟ ଷ୍ଟ୍ରେନ ଅକେଫାବର ୨୫ରେ କୋଲକାତାରେ ଚିହ୍ନଟ ହୋଇଥିଲା ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ,ସ୍ୱଳ୍ପ ଲକ୍ଷଣ ଥିବା କରୋନା ରୋଗୀ ଭୟଭୀତ ହୋଇ ବେଶି ସଂଖ୍ୟାରେ ମେଡ଼ିକାଲକୁ ଆସୁଛନ୍ତି ଏବଂ ଆଇସିୟୁ କଥା କହୁଛନ୍ତି । ସେମାନଙ୍କୁ ପରାମର୍ଶ ଦିଆଯାଉଛି ଯେ, ସେମାନେ ଭୟଭୀତ ହୁଅନ୍ତୁ ନାହିଁ । ଗୁରୁତର ନ ଥିଲେ ଡାକ୍ତରଖାନାରେ ଭର୍ତ୍ତିି ନହୋଇ ଡାକ୍ତରଙ୍କ ପରାମର୍ଶ ନେଇ ଘରେ ନିଜର ଚିକିତ୍ସା କରା;ୁ । କାରଣ ବର୍ତ୍ତର୍ମାନ ଆମେ ଗୁରୁତର ରୋଗୀଙ୍କୁ ଆଇସିୟୁ ସେବା ଯୋଗାଇବୁ । ଏହାଦ୍ୱାରା ସେମାନଙ୍କର ଜୀବନ ବଞ୍ଚିପାରିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାରେ ଅମ୍ଳଜାନ ଅଭାବ ନାହିଁ । ଅଧିକ ଅଛି ବୋଲି ଆମେ ବାହାର ରାଜ୍ୟକୁ ଯୋଗାଉଛୁ । ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟ ରାଜ୍ୟକୁ ୨୫୦ଟନ ଅମ୍ଳଜାନ ପଠାଯାଇଛି । ତେବେ ରାଜ୍ୟରେ ଏବେ ପର୍ଯ୍ୟନ୍ତ ଶଯ୍ୟାର ଅଭାବ ନାହିଁ । ଆହୁରି ଶଯ୍ୟା ବୃଦ୍ଧି ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କମିବ ଭ୍ୟାକ୍‌ସିନ୍‌ ଓ ଅକ୍ସିଜେନ୍‌ର ଦାମ୍‌

କମିବ ଭ୍ୟାକ୍‌ସିନ୍‌ ଓ ଅକ୍ସିଜେନ୍‌ର ଦାମ୍‌

Read More...

 ୨୬ରୁ କାଳବୈଶାଖୀ

୨୬ରୁ କାଳବୈଶାଖୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page