ଟଙ୍କା ମୂଲ୍ୟରେ ମଧ୍ୟମଧରଣ ବୃଦ୍ଧି

August 11, 2020, ଦେଶ, , Anupambharat News Bureau


ଟଙ୍କା ମୂଲ୍ୟରେ ମଧ୍ୟମଧରଣ ବୃଦ୍ଧି
Anupambharat News Bureau
August 11, 2020

ନୂଆଦିଲ୍ଲୀ:ଭାରତୀୟ ଟଙ୍କା ଆମେରିକା ଡଲାର ତୁଳନାରେ ମଧ୍ୟମଧରଣ ବୃଦ୍ଧି ହୋଇ କାରବାର କରିଥିଲା । ଘରୋଇ ଇକୁ୍ୟଟି କ୍ଷେତ୍ରରେ ସକରାତ୍ମକ ସ୍ଥିତି ଦେଖାଦେଇଛି । ଇଣ୍ଟରବ୍ୟାଙ୍କ୍‌ ଫରେକ୍ସ ବଜାର ଟଙ୍କା ମୂଲ୍ୟରେ ୭୪.୯୬ ହୋଇଥିବା ୩ ପଇସା ହ୍ରାସ ହୋଇଥିବା ଜଣାଯାଇଛି । ପୂର୍ବ କାରବାର ୭୪.୯୩ ରହିଥିବା ଜଣାପଡିଛି । ଘରୋଇ ୟୁନିଟ୍‌ରେ ହ୍ରାସ ହୋଇ କାରବାରରେ ୨ ପଇସା ୭୪.୯୧ ରହିଥିବା ଜଣାଯାଇଛି । ଫରେକ୍ସ କାରବାର ହୋଇଥିବା କମ୍ପାନୀ ଇକୁ୍ୟଟି ବଜାର ଓ ବିଦେଶୀ ପାଣ୍ଠି ଇନ୍‌ପ୍ଳୋ ଟଙ୍କାରେ ସହାୟକ ହୋଇଛି । ଏସିଆନ ୍‌ ମୁଦ୍ରା ଓ କୋଭିଡ୍‌-୧୯ ମାମଲା ଗୁଡିକରେ ସ୍ଥାନୀୟ ୟୁନିଟ୍‌ ରହିଛି । ଡଲାର ଇଣ୍ଡକ୍ସ ଉତ୍ସାହଜନକ ଛଅଟି ମୁଦ୍ରାରେ ରହିଥିବାବେଳେ କେବଳ ୦.୧୧ ପ୍ରତିଶତରୁ ୯୩.୩୨ ରହିଛି । ଘରୋଇ ଇକୁ୍ୟଟି ବଜାରରେ ୩୦ଟି ସେୟାର୍‌ ବିଏସ୍‌ଇ ବେଞ୍ଚମାର୍କ ସେନ୍‌ସେକ୍ସ କାରବାର ୩୧୫.୩୪ ପଏଣ୍ଟ ବୃଦ୍ଧି ହୋଇ ୩୮,୩୫୫.୯୧ ଓ ନ୍ୟାଶନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ ନିଫଫ ୯୮.୯୦ ପଏଣ୍ଟ ୧୧,୩୧୨.୯୫ ରହିଥିବା ଜଣା ଯାଇଛି । ବିଦେଶୀ ଇନ୍‌ଷ୍ଟି ଚୁ୍ୟଟ୍‌ନାଲ୍‌ ନିବେଶକ ନିଟ୍‌ କ୍ରେୟ ରହିବା ସହ କ୍ୟାପିଟେଲ୍‌ ବଜାର ସେୟାର୍‌ କିଣିବା ୩୯୭.୩୨ କୋଟି ହୋଇଥିବା ଏକ୍ସଚେଞ୍ଜ ତଥ୍ୟ ଅନୁସାେ ଜଣାଯାଇଛି । ଅଶୋଧିତ ତୈଳ ବିଶ୍ୱ ତୈଳ ବେଞ୍ଚମାର୍କ ୦.୯୭ ପ୍ରତିଶତ ବୃଦ୍ଧି ହୋଇ ୪୪.୮୩ ଆମେରିକା ଡଲାର ବ୍ୟାରେଲ୍‌ ପିଛା ରହିଛି । ବିଶ୍ୱ ଲିଙ୍କ୍‌ ଅନୁସାରେ କୋଭିଡ୍‌-୧୯ରେ ୧.୯୮ କୋଟି ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଧନ ବୃତ୍ତି ଯୋଜନା

ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଧନ ବୃତ୍ତି ଯୋଜନା

Read More...

କବି ରାହତ ଇନ୍ଦୋରୀଙ୍କ ହେହାନ୍ତ

କବି ରାହତ ଇନ୍ଦୋରୀଙ୍କ ହେହାନ୍ତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page