କବି ରାହତ ଇନ୍ଦୋରୀଙ୍କ ହେହାନ୍ତ

August 11, 2020, ଦେଶ, , Anupambharat News Bureau


କବି ରାହତ ଇନ୍ଦୋରୀଙ୍କ ହେହାନ୍ତ
Anupambharat News Bureau
August 11, 2020

ଇନ୍ଦୋର,୧୧ା୮: ଜଣାଣୁଣା ଉର୍ଦ୍ଦୁ କବି ରାହତ ଇନ୍ଦୋରୀଙ୍କୁ ଆଜି ଦେହାନ୍ତ ଘଟିଛି । କୋଭିଡ଼ ପଜିଟିଭ୍‌ ହେବା ପରେ ଗତ ସୋମବାର ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଆଜି ହୃଦ୍‌ଘାତରେ ଏହି ୭୦ ବର୍ଷୀୟ ପ୍ରଖ୍ୟାତ କବିଙ୍କ ଦେହାନ୍ତ ଘଟିଛି । ଆଜି ସକାଳେ ରାହତ କରୋନା ପଜିଟିଭ୍‌ ହୋଇଥିବା ଜଣାଇବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୋସିଆଲ୍‌ ମିଡ଼ିଆରେ ତାଙ୍କ ପ୍ରଶଂସକଙ୍କୁ ଜଣାଇବେ ବୋଲି ଟୁଇଟ୍‌ କରିଥିଲେ । ନିଜ ଉଚ୍ଚକଟୀର କବିତା ସଂଳାପ ପାଇଁ ସେ ସମସ୍ତଙ୍କ ଲୋକପ୍ରିୟ ହୋଇ ପାରିଥିଲେ । ରାହୋତ କେତେକ ହିନ୍ଦୀ ସିନେମା ପାଇଁ ଗୀତ ଲେଖିଥିଲେ ସେଥିମଧ୍ୟରୁ ମୁନା ଭାଇ ଏମ୍‌ବିବିଏସ୍‌ ଏବଂ ମର୍ଡ଼ର ଅନ୍ୟତମ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟଙ୍କା ମୂଲ୍ୟରେ ମଧ୍ୟମଧରଣ ବୃଦ୍ଧି

ଟଙ୍କା ମୂଲ୍ୟରେ ମଧ୍ୟମଧରଣ ବୃଦ୍ଧି

Read More...

କୁଚିଣ୍ଡାରେ ଡବଲ ମର୍ଡ଼ର : ବଡ଼ଭାଇ ଓ ପୁତୁରାକୁ ହତ୍ୟା

କୁଚିଣ୍ଡାରେ ଡବଲ ମର୍ଡ଼ର : ବଡ଼ଭାଇ ଓ ପୁତୁରାକୁ ହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page