ବାପା ଆଗରେ ଗଲା ପୁଅର ଜୀବନ

May 14, 2019, ଓଡ଼ିଶା, , Anupambharat News Bureau


ବାପା ଆଗରେ ଗଲା ପୁଅର ଜୀବନ
Anupambharat News Bureau
May 14, 2019

ବ୍ୟାସନଗର,୧୪ ।୦୫(ଅନୁପମ ମିଡ଼ିଆ): ଯାଜପୁର ସଦର ଥାନା ଅନ୍ତର୍ଗତ ମାଳଆନନ୍ଦପୁର ପଂଚାୟତର ରୁଢିଆ ଆନିକଟସ୍ଥିତ ବୁଢା ନଦୀରେ ୫ ଜଣ ଗୋଧୋଇବାକୁ ଯାଇଥିବା ବେଳେ ଦୁଇ ଜଣଙ୍କର ମୃତୁ୍ୟ ଘଟିଛି । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ । ହେଲେ ଦୁଇ ସାଂଗଙ୍କର ମୃତୁ୍ୟ ହୋଇଯାଇଥିଲା । ପ୍ରକକାଶଯେ ଆଜି ୩ଟା ସମୟରେ ଯାଜପୁର ଟାଉନର ଫେମୁଲ ହୋଦା ଓ ତାଙ୍କ ପୁଅ ଅନୱାର ହୁଲ ହୋଦା(୨୦) ଓ ତାର ସାଂଗ କୁଆଖିଆ ରାଜେନ୍ଦ୍ରପୁରର ମୁଜାଜ ସନ(୨୦) ଓ ଅନ୍ୟ ତିନିଜଣ ମିଶି ଆନିକଟକୁ ଗାଧୋଇବାକୁ ଆସିଥିଲେ । ଗାଧୋଉଥିବା ବେଳେ ଅନୱାର ଗୋଡ ଖସିଯିବାରୁ ମୁଜାଜ ତାକୁ ବଂଚାଇବାକୁ ଯାଇ ନିଜେ ବୁଡିଯାଇଥିଲେ ।
ପୁଅ ବୁଡି ଯାଉଥିବା ବେଳେ ବାପର ଚିକିାର ଶୁଣି ମାଳଆନ୍ଦପୁରର ଅଟଳ ଦଳେଇ, ନଣ୍ଡା ମାଝୀ, ଦୀନବନ୍ଧୁ ଦଳେଇ, ଗଜନ ଦଳେଇ, କାଳନ୍ଦୀ ରାଉତ, ରବି ସ୍ୱାମୀ ପ୍ରମୁ୍‌ଖ ପାଣିରେ ବୁଡି ଖୋଜାଖୋଜି ପରେ ମୃତ ଦେହ ଉଦ୍ଧାର କରିଥିଲେ । ପରେ ଦମକଳ ବାହିନୀ ପହଂଚିବା ବେଳକୁ ଉଦ୍ଧାର କାର୍ଯ୍ୟ ସରିଯାଇଥିଲା





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ୟବସାୟୀଙ୍କ ଦାଦାଗିରି, ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ

ବ୍ୟବସାୟୀଙ୍କ ଦାଦାଗିରି, ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ

Read More...

ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ଘଟଣାରେ ୫ ଗିରଫ

ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ଘଟଣାରେ ୫ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page