ବ୍ରହ୍ମପୁର ବିଧାୟକ ଅସୁସ୍ଥ

May 09, 2019, ଓଡ଼ିଶା, ଗଞ୍ଜାମ, Anupambharat News Bureau


ବ୍ରହ୍ମପୁର ବିଧାୟକ ଅସୁସ୍ଥ
Anupambharat News Bureau
May 09, 2019

ବ୍ରହ୍ମପୁର,୮ା୫ (ଅନୁପମ ମିଡ଼ିଆ):ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏକ ଭୋଜି ଖାଇ ମଙ୍ଗଳବାର ରାତ୍ରଠାରୁ ଅସୁସ୍ଥ ହୋଇପଡିଥିଲେ ।
ତେବେ ତାଙ୍କ ଭାବାନଗରସ୍ଥିତ ବାସଭବନରେ ଚିକିତ୍ସା କରାଯାଇ ସାଲାଇନ ଓ ଔଷଧ ଦିଆଯିବା ସତ୍ତେ୍ୱ ପରିସ୍ଥିତିରେ କୌଣସି ଉନ୍ନତି ହୋଇନଥିଲା । ଏପରିକି ଗ୍ୟାଷ୍ଟିକ ସହ ତାଙ୍କ ପେଟ ଫୁଲି ଝାଡା ହେବାରେ ସମସ୍ୟା ସୃଷ୍ଟି ହୋଇଥିଲା । ଯଦ୍ୱାରା ଅଧିକ ଚିକିତ୍ସ ପାଇଁ ମଙ୍ଗଳବାର ତାଙ୍କୁ ବ୍ରହ୍ମପୁରରୁ ଆମ୍ବଲାନ୍ସ ଦ୍ୱାରା ଭୁବନେଶ୍ୱର ପଠାଯାଇଛି । ସେଠାରେ ଏୟାର ଆମ୍ବୁଲାନ୍ସ ଦ୍ୱାରା ନୂଆଦିଲ୍ଲୀ ସ୍ଥିତ ମେଦାନ୍ତ ହସ୍‌ପିଟାଲକୁ ପଠାଯାଇଥିବା ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମ ପୋଲିସ ବିଭାଗ ପକ୍ଷରୁ ରିଲିଫ୍‌ ପଠାଗଲା

ଗଞ୍ଜାମ ପୋଲିସ ବିଭାଗ ପକ୍ଷରୁ ରିଲିଫ୍‌ ପଠାଗଲା

Read More...

ବେଆଇନ ଖଣି ଖନନ ଉପରେ ଚଢାଉ

ବେଆଇନ ଖଣି ଖନନ ଉପରେ ଚଢାଉ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page