ପୋଖରୀ ରେ ବୁଡି ନାବାଳକ ର ମୃତ୍ୟୁ

May 13, 2019, ଓଡ଼ିଶା, ଖୋର୍ଦ୍ଧା, Anupambharat News Bureau


ପୋଖରୀ ରେ ବୁଡି ନାବାଳକ ର ମୃତ୍ୟୁ
Anupambharat News Bureau
May 13, 2019

ଟାଙ୍ଗୀ,୧୩ା୫ (ଅନୁପମ ମିଡିଆ):ପୋଖରୀ ରେ ବୁଡି ନାବାଳକ ର ମୃତ୍ୟୁ ହୋଇଛି ଛ ନୟାଗଡ ଜିଲଲ ଚାନ୍ଦପୁର ଥାନା କନ୍ଧନୟାଗଡ ଗ୍ରାମ ନକ୍ଷତ୍ରପୁର ସାହିର ଆନନ୍ଦ ବେହେରା ଙ୍କର ୬ ବର୍ଷ ର ପୁଅ ବୁବୁନ ସନ୍ଧ୍ର୍ୟାରେ ଶୌଚ ହେବାପାଇଁ ନିକଟସ୍ଥ ପୋଖରୀ କୁ ଯାଇଥିଲା , ମାତ୍ର ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଖୋଜାଖୋଜି କରିବା ପରେ ପୋଖରୀ ରେ ବୁବୁନ କୁ ପାଇବାପରେ ମେଡିକାଲ ନିଆଯାଇଥିଲା , ମାତ୍ର ଡାକ୍ତର ସେଠାରେ ବୁବୁନ କୁ ମୃତ୍ୟୁ ଘୋଷଣା କରିଥିଲେ ଛ ଏନେଇ ଗ୍ରାମରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 କାରଖାନାରେ କାର୍ଯ୍ୟରତ ଅବସ୍ଥାରେ ଠିକା ଶ୍ରମିକଙ୍କ ମୃତୁ୍ୟ

କାରଖାନାରେ କାର୍ଯ୍ୟରତ ଅବସ୍ଥାରେ ଠିକା ଶ୍ରମିକଙ୍କ ମୃତୁ୍ୟ

Read More...

 ଶିଶୁ ଉଦ୍ଧାର

ଶିଶୁ ଉଦ୍ଧାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page