ଶିଶୁ ଉଦ୍ଧାର

May 13, 2019, ଓଡ଼ିଶା, କେନ୍ଦୁଝର, Anupambharat News Bureau


 ଶିଶୁ ଉଦ୍ଧାର
Anupambharat News Bureau
May 13, 2019

କେନ୍ଦୁଝର,୧୩ା୫ (ଅନୁପମ ମିଡିଆ): କେନ୍ଦୁଝର ସହରର ଢାଙ୍ଗରପଡା ନିକଟରେ ଜଣେ ଶିଶୁ ବୁଲୁଥିବାବେଳେ ଗତ କାଲି ରାତ୍ର ପ୍ରାୟ ୧୦ଟା ସମୟରେ ଟାଉନ ପୋଲିସ ଉଦ୍ଧାର କରିଛି । ଶିଶୁଟିର ନାମ ଗୁରୁବାରୀ ତିରିଆ(୧୨) ଏବଂ ତାଙ୍କ ବାପାଙ୍କ ନାମ ସିକିନ୍ଦର ତିରିଆ ବୋଲି ଜଣାପଡିଛି । ଉଦ୍ଧାର ହୋଇଥିବା ଶିଶୁଟି ଗତ ରବିବାର ଦିନ ଏକ ବସରେ କେନ୍ଦୁଝର ପଳାଇ ଆସିଥିବା ଜଣାପଡିଛି । ଶିଶୁଟିର ଘର ଝାଡଖଣ୍ଡ ରାଜ୍ୟର ନୂଆମୁଣ୍ଡି ଥାନା ଅଞ୍ଚଳରେ ବୋଲି ଜଣାପଡିଛି । ପୋଲିସ ଶିଶୁଟିକୁ ଉଦ୍ଧାର କରିବା ପରେ ଚାଇଲï ଲାଇନକୁ ହସ୍ତାନ୍ତର କରିବା ପରେ ଚାଇଲï ଲାଇନ ପକ୍ଷରୁ ଉଦ୍ଧାର ଶିଶୁଟିକୁ ବଣିଆପାଟଠାରେ ଥିବା ଓପନ ସେଲଟର ହୋମରେ ରଖାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୋଖରୀ ରେ ବୁଡି ନାବାଳକ ର ମୃତ୍ୟୁ

ପୋଖରୀ ରେ ବୁଡି ନାବାଳକ ର ମୃତ୍ୟୁ

Read More...

ଓଡ଼ିଶାକୁ ମୁହାଁଉଛନ୍ତି ଆନ୍ଧ୍ର ନକ୍ସଲ

ଓଡ଼ିଶାକୁ ମୁହାଁଉଛନ୍ତି ଆନ୍ଧ୍ର ନକ୍ସଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page