ଋଣଭାର ସହିନପାରି ଚାଷୀଙ୍କ ଆତ୍ମହତ୍ୟା

June 16, 2019, ଓଡ଼ିଶା, , Anupambharat News Bureau


ଋଣଭାର ସହିନପାରି ଚାଷୀଙ୍କ ଆତ୍ମହତ୍ୟା
Anupambharat News Bureau
June 16, 2019

ସୋର,୧୬ା୬ (ଅନୁପମ ମିଡିଆ): ରଜମଉଜରେ ମସ୍‌ଗୁଲ୍‌ ଥିବା ବେଳେ ସୋର ବ୍ଲକ ଅନ୍ତର୍ଗତ ମାଣତ୍ରୀ ପଞ୍ଚାୟତ ଅଧୀନ ନୂଆପୁର ଗ୍ରାମର ଜଣେ ଚାଷୀ ଋଣଭାର ସହିନପାରି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଆଜି ସକାଳେ ଏହି ଗ୍ରାମର ଗୟାଧର ଜେନା (୬୧) ଘର ନିକଟରେ ଥିବା ନିଜର ଏକ ଛୋଟ ଛତୁ ନ୍ତାର୍ମରେ ନିଜ ବେକରେ ପିନ୍ଧା ଗାମୁଛା ଲଗାଇ ଓରାରେ ଝୁଲି ପଡିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଝୁଲୁଥିବା ବେଳେ ପରିବାର ଲୋକଙ୍କୁ ଜଣାଇ ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ସୋର ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ଘଟଣାର ତଦନ୍ତ କରୁଛି । ପ୍ରକାଶ ଥାଉକି ସ୍ୱର୍ଗତ ଜେନା ସୋରସ୍ଥିତ ଏକ ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଋଣ ନେଇ ଶୁଝି ନପାରି ମାନସିକ୍‌ ଚାନ୍ତରେ ଥିଲେ । କାରଣରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପରିବାର ଲୋକେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଭିନବ ଉପାୟରେ ଲୁଟୁଥିବା ଯୁବକ ଗିରଫ

ଅଭିନବ ଉପାୟରେ ଲୁଟୁଥିବା ଯୁବକ ଗିରଫ

Read More...

କମେଣ୍ଟ ମରାକୁ ନେଇ ଯୁବକଙ୍କୁ କଟୁରୀରେ ହାଣିଲେ

କମେଣ୍ଟ ମରାକୁ ନେଇ ଯୁବକଙ୍କୁ କଟୁରୀରେ ହାଣିଲେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page