ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରୀକ୍ଷା ଘୁଞ୍ଚିଲା

May 11, 2019, ଓଡ଼ିଶା, ଗଞ୍ଜାମ, Anupambharat News Bureau


ବ୍ରହ୍ମପୁର  ବିଶ୍ୱବିଦ୍ୟାଳୟ ପରୀକ୍ଷା ଘୁଞ୍ଚିଲା
Anupambharat News Bureau
May 11, 2019

ବ୍ରହ୍ମପୁର,୧୧ ।୫ (ଅନୁପମ ମିଡ଼ିଆ): ବ୍ରହ୍ମପୁର ବିଶ୍ୱବିିଦ୍ୟାଳୟର ସମସ୍ତ ସ୍ନାତ୍ତୋକତ୍ତର ବିଭାଗର ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି ।
ଛାତ୍ରଛାତ୍ରୀଙ୍କ ଦାବି ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷ ସିଣ୍ଡିକେଟ ବୈଠକରେ ପରୀକ୍ଷା ଘୁଞ୍ଚାଇବା ପାଇଁ ନିଷ୍ପତି ନେଇଛନ୍ତି । ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ୧୧ ପରିବର୍ତ୍ତେ ୧୬ରୁ ଏବଂ ଚତୁର୍ଥ ସେମିଷ୍ଟାର ପରୀକ୍ଷା ୧୩ କରିବର୍ତ୍ତେ ୧୭ରୁ ଆରମ୍ଭ ହେବ ବୋଲି କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସ ସୁଚନା ଦେଇଛନ୍ତି । ଅନ୍ୟପକ୍ଷରେ ପିଏଚ୍‌ଡ଼ି ପରୀକ୍ଷା ଆସନ୍ତା ୧୫,୧୮ ଓ ୨୦ ତାରିଖରେ ହେବ ବୋଲି କୁଳପତି ଦାସ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହିଳାଙ୍କୁ ହତ୍ୟା କାଜୁ ଜଙ୍ଗଲରୁ ମିଳିଲା ଶବମହିଳାଙ୍କୁ ହତ୍ୟା କାଜୁ ଜଙ୍ଗଲରୁ ମିଳିଲା ଶବ

ମହିଳାଙ୍କୁ ହତ୍ୟା କାଜୁ ଜଙ୍ଗଲରୁ ମିଳିଲା ଶବମହିଳାଙ୍କୁ ହତ୍ୟା କାଜୁ ଜଙ୍ଗଲରୁ ମିଳିଲା ଶବ

Read More...

ମୋବାଇଲ ପ୍ରେମରୁ ଅଘଟଣ କଥା ହେଲା ଜଣେ, ଛେଚା ଖାଇଲା ଆଉଜଣେ

ମୋବାଇଲ ପ୍ରେମରୁ ଅଘଟଣ କଥା ହେଲା ଜଣେ, ଛେଚା ଖାଇଲା ଆଉଜଣେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page