ଯଶୋଧାରା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

August 24, 2021, ଓଡ଼ିଶା, , Anupambharat News Bureau


 ଯଶୋଧାରା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
Anupambharat News Bureau
August 24, 2021


ଭୁବନେଶ୍ୱର, ୨୪ା୮ (ଅନୁପମ ମିଡ଼ିଆ):­ ଓଡ଼ିଆ ସାହିତି୍ୟକା ଯଶୋଧାରା ମିଶ୍ରଙ୍କୁ ୨୦୨୦ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଦିଆଯିବ । ଆଜି ସାହିତ୍ୟ ଏକାଡେମୀ ପକ୍ଷରୁ ଏହି ଘୋଷଣା କରାଯାଇଛି । ଏକାଡେମୀର ସଭାପତି ଡ. ଚନ୍ଦ୍ରଶେଖର କମ୍ବର ଏ ସଂକ୍ରାନ୍ତରେ ଏକ ପ୍ରେସ୍‌ ଇସ୍ତହାରରେ ସୂଚିିତ କରିଛନ୍ତି । ଯଶୋଧାରଙ୍କ ପୁସ୍ତକ ‘ସମୁଦ୍ରକୂଳ ଘର’ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ । ଯଶୋଧାରାଙ୍କୁ ପୁରସ୍କାର ସ୍ୱରୂପ ତାମ୍ର ଫଳକ ସହ ଏକ ଲକ୍ଷ ଟଙ୍କା ଦିଆଯିବ ବୋଲି ସୂଚନା ମିଳିଛି । ପ୍ରକାଶ ଥାଉକି ଗତବର୍ଷ ତିନୋଟି ଭାଷାରେ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇ ନଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୁଣ୍ଡ ଟେକିଲା ଜାତିଗତ ଜନଗଣନା :  ପଛୁଆ ବର୍ଗଙ୍କୁ ନ୍ୟାୟ ଦେବାକୁ ଲଢେଇ କରିବାକୁ ବିଜେଡ଼ିର ଆହ୍ୱାନ

ମୁଣ୍ଡ ଟେକିଲା ଜାତିଗତ ଜନଗଣନା : ପଛୁଆ ବର୍ଗଙ୍କୁ ନ୍ୟାୟ ଦେବାକୁ ଲଢେଇ କରିବାକୁ ବିଜେଡ଼ିର ଆହ୍ୱାନ

Read More...

ଅଫଲାଇନ  ମାଟ୍ରିକ୍‌ ପରୀକ୍ଷା ଫଳ : ପାସ୍‌ ହାର ୮୦.୮୩,  ୧୪୧ ପିଲା ଫେଲ

ଅଫଲାଇନ ମାଟ୍ରିକ୍‌ ପରୀକ୍ଷା ଫଳ : ପାସ୍‌ ହାର ୮୦.୮୩, ୧୪୧ ପିଲା ଫେଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page