କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ୨ଟି ଆପ୍‌ ର ଶୁଭାରମ୍ଭ

June 17, 2021, ଓଡ଼ିଶା, , Anupambharat News Bureau


କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ୨ଟି ଆପ୍‌ ର ଶୁଭାରମ୍ଭ
Anupambharat News Bureau
June 17, 2021


ଭୁବନେଶ୍ୱର, ୧୭ା୬(ଅନୁପମ ମିଡ଼ିଆ): ଆପ୍‌ରେ ମିଳିବ ଚୋରଙ୍କ ଡାଟା । ଏହାସହ ଚୋରି ସାମଗ୍ରୀ ସମ୍ପର୍କରେ ମଧ୍ୟରେ ତଥ୍ୟ ମିଳିବ । ଏଥିନେଇ କମିଶନରେଟ ପୋଲିସ ପକ୍ଷରୁ ଦୁଇଟି ଆପ ଲଞ୍ଚ କରାଯାଇଛି । ଗୁରୁବାର ‘କୁଣ୍ଡଳୀ’ ଓ ‘ସନ୍ଧାନ’ ନାମରେ ଦୁଇଟି ଆପର ଶୁଭାରମ୍ଭ କରିଛି ପୋଲିସ କମିଶନର । ସୂଚନା ଅନୁଯାୟୀ, ‘କୁଣ୍ଡଳୀ’ ଆପରେ ଅପରାଧୀର ଅପରାଧ ପଞ୍ଜିକା ରହିବ । ‘ସନ୍ଧାନ’ ଆପରେ ପ୍ରପଟି ଅଫେନ୍ସର ଡିଟେଲସ ରହିବ । ଚୋରଙ୍କ ସମ୍ପର୍କରେ ଜାଣିବାକୁ ‘କୁଣ୍ଡଳି’ ଓ ଚୋରା ସାମଗ୍ରୀ ସମ୍ପର୍କରେ ଜାଣିବାକୁ ‘ସନ୍ଧାନ’ ଆପ୍‌ ବ୍ୟବହାର କରିହେବ । ଭୁବନେଶ୍ୱର ଡିସିପି ଅଫିସରେ ଅପରେଟ ହେବ ଏହି ଆପ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Read More...

ବର୍ଦ୍ଧିତ ବିଜୁଳି ଦର କମାଇବାକୁ ଚିଠି ଲେଖିବାକୁ ସରକାରଙ୍କ ସମୟ ନାହିଁ !

ବର୍ଦ୍ଧିତ ବିଜୁଳି ଦର କମାଇବାକୁ ଚିଠି ଲେଖିବାକୁ ସରକାରଙ୍କ ସମୟ ନାହିଁ !

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page