ଦେଶରେ ୱାଟ୍ସଅପ୍‌-ଜିଓ ପ୍ରଭାବ ସମ୍ପର୍କରେ ଅମ୍ବାନୀ,ଜୁକେରବର୍ଗ ମଧ୍ୟରେ ଆଲୋଚନା

December 15, 2020, ଦେଶ, , Anupambharat News Bureau


ଦେଶରେ ୱାଟ୍ସଅପ୍‌-ଜିଓ ପ୍ରଭାବ ସମ୍ପର୍କରେ ଅମ୍ବାନୀ,ଜୁକେରବର୍ଗ ମଧ୍ୟରେ ଆଲୋଚନା
Anupambharat News Bureau
December 15, 2020


ନୂଆଦିଲ୍ଲୀ:ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍‌ ଚେୟାର୍‌ମ୍ୟାନ ମୁକେଶ ଅମ୍ବାନୀ ଓ ଫେସ୍‌ବୁକ୍‌ ସିଇଓ ମାର୍କ ଜୁକେରବର୍ଗଙ୍କ ମଧ୍ୟରେ ୱାର୍ଟ୍ସଅପ୍‌-ଜିଓ ଦେଶରେ ଏହାର ପ୍ରଭାବ ନେଇ ଆଲୋଚନା ହୋଇଛି । ଦେଶରେ ଦ୍ରୁତଗତିରେ ଏହା ଜିଡିତ ହୋଇଛି । ଭାରତୀୟ ନୀତିକୁ ଅବଶିଷ୍ଟା ବିଶ୍ୱ ଶିକ୍ଷାଲାଭ କରିବା ଉଚିତ ।
ଏସିଆର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଫେସ୍‌ବୁକ୍‌ ସିଇଓଙ୍କ ଭଚୁ୍ୟଆଲ୍‌ ଆଲୋଚନା ହୋଇଥିଲା । ତାଙ୍କ ସହ ଉତ୍ତମ ସହଯୋଗିତା ରହିଥିବାରୁ ଜୁକେରବର୍ଗଙ୍କୁ ଅମ୍ବାନୀ ଧନ୍ୟବାଦ୍‌ ଜଣାଇଥିଲେ । ଚଳିତ ବର୍ଷ ଏପି୍ରଲ୍‌ରେ ଫେସ୍‌ବୁକ୍‌ ଘୋଷଣା ମୁତାବକ ୫.୭ ବିଲିୟନ୍‌ ଡଲାର ୪୩.୫୭୪ କୋଟି ଜିଓ ଫ୍ଳାଟଫର୍ମ ବିନିଯୋଗ କରିଥିଲା । ଡିଜିଟାଲ୍‌ ସେବାରେ ଦେଶର ସବୁଠାରୁ ବିଶ୍ୱାସଭାଜନ କମ୍ପାନୀ ହୋଇଛି । ଦେଶର ତୈଳ ଇଣ୍ଡିଆ ୨୦୨୦ରେ ପ୍ରଥମ ସଂସ୍କରଣ ବାର୍ଷିକ ବାର୍ତ୍ତା ଫେସ୍‌ବୁକ୍‌ ନିୟମିତ ପ୍ରତିଶ୍ରୁତିବଦ୍ଧ ସୂଚନା ମୁତାବକ ତୈଳ ଇଣ୍ଡିଆ ୨୦୨୦ େୱବ୍‌ସାଇଟ୍‌ ରହିଛି । ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ସବୁଠାରୁ ଶକ୍ତିଶାଳୀ ବାର୍ତ୍ତା ସ୍ୱରୁପ ମିିଳିତ ଭାବେ ଉତ୍ପାଦ,କାର୍ଯ୍ୟକ୍ରମ ଓ ଯୋଜନା ତୈଳ କ୍ଷେତ୍ରରେ ଦେଶର ବିକାଶ ହୋଇପାରିବ ।
ମାର୍କ ଜୁକେରବର୍ଗ:ପ୍ରତ୍ୟେକ ଙ୍କୁ ଏଥିରେ ସାମିଲ୍‌ ହୋଇଥିବାରୁ ଧନ୍ୟବାଦ୍‌ ଜଣାଇଥିଲେ । ସେ ଦୁଃଖିତ କାରଣ ମିଳିତ ହୋଇପାରିନଥିଲେ । କିନ୍ତୁ ଅଧିକ ଉତ୍ସାହିତ ହେବା ସହ ଫେସ୍‌ବୁକ୍‌ ତୈଳ ଇଭେଣ୍ଟ ଦେଶରେ ଆୟୋଜିତ ହେବ । ଭାରତ ସବୁଠାରୁ ସ୍ୱତନ୍ତ୍ର ଓ ଗୁରୁତ୍ୱପୂର୍ଣ୍ଣ ଦେଶ । ମିଲିୟନ୍‌ ଜନତ । ସେମାନଙ୍କ ପ୍ରଡକଫ ପ୍ରତ୍ୟେକ ଦିନ ବ୍ୟବହାର ବନ୍ଧୁ ଓ ପରିବାର ସହ କରୁଛନ୍ତି । ୱାଟ୍ସଅପ ବାର୍ତ୍ତା ଓ ଫେସ୍‌ବୁକ୍‌ ପୋଷ୍ଟ ଓ ଫୋଟ ଅନ୍‌ ଇନ୍‌ଷ୍ଟାଗ୍ରାମ୍‌ ରହିଛି । ମିଲିୟନ୍‌ କ୍ଷୁଦ୍ର ବ୍ୟବସାୟ ଦେଶରେ ୱାଟ୍ସଅପ୍‌ ବ୍ୟବସାୟ ଏବଂ ମେସେଞ୍ଜର୍‌ ଗ୍ରାହକ, ମ୍ୟାନେଜର୍‌ଙ୍କ ଆଦେଶ ଓ ବ୍ୟବସାୟ ଅଭିବୃଦ୍ଧି ହୋଇଛି । ପ୍ରକୃତରେ ପରୀକ୍ଷା ନୂତନ ଫିଚର ପ୍ରଥମ ପୂର୍ବ ବିଶ୍ୱରେ ହୋଇଛି । ଭାରତ ଅଷ୍ଟ୍ରେଲିଆ ଗସ୍ତ ଚାହିଦା ଫେସ୍‌ବୁକ୍‌ରେ ରହିଛି । ସେ ପ୍ରକୃତରେ କ୍ରୀଡ଼ା ସହି ଜଡିତ ହୋଇନାହାନ୍ତି । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇଛି । ଭାରତ ହେଉଛି ପ୍ରମୁଖ ଟ୍ୟାଲେ ଣ୍ଟର ଘର । କାର୍ଯ୍ୟାଳୟ ସକାଶେ ନିଯୁକ୍ତି ହେବ । ଉଭୟ ଭାରତ ଓ ମୁଖ୍ୟାଳୟ କାର୍ଲିଫୋନିଆ ରହିଛି ।
ଭାରତରେ ଯାହା ସମ୍ଭବ ତାହା ବିଶ୍ୱରେ ଗୁରୁତ୍ୱବହନ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିିଜିଟାଲ୍‌ ଇଣ୍ଡିଆ ଭିଜନ୍‌ ସୁଯୋଗ ରହିବା ସହ ଉଦ୍ୟୋଗୀ ପାର୍ଟନର ସହିତ ସରକାରଙ୍କ ଅଭିବୃଦ୍ଧି ଏବଂ ବିକାଶ ଟେକ୍ନୋଲୋଜିରେ ହୋଇଛି । ଭାରତ ସ୍ଥାନୀୟ କ୍ଷମତା ଓ ଟେକ୍ନୋଲୋଜି ସ୍ଥିତି,ପାୱାର ନୂତନତ୍‌ ନୂତନ ବ୍ୟବସାୟ ମଡେଲ୍‌ ଓ ଦେଶର ନାଗରିକଙ୍କୁ ଡିିଜିଟାଲ୍‌ ବ୍ୟବହାର ଓ ଆର୍ଥିକ ସମସ୍ୟା ରହିଛି । ବିଶ୍ୱ ଆଲୋଚନା ସହିତ ଟେକ୍ନୋଲୋଜି ଅଧିକ ଅର୍ଥନୈତିକ ସୁଯୋଗ ଏବଂ ଜନତାଙ୍କୁ ଲାଭ ମିଳିପାରିବ । ଅନେକ ଭାରତୀୟ ସଙ୍ଗଠନ ଟେକ୍ନୋଲୋଜି କ୍ଷେତ୍ରରେ ଅଗ୍ରଣୀ ସ୍ଥାନ ହାସଲ କରିଛି । ଟେକ୍ନୋଲୋଜି ବ୍ୟବହାର ସୁରକ୍ଷିତ ଯୋଗାଯୋଗଏ ଏବଂ ଆର୍ଥିକ ପ୍ରକି୍ରୟ ରହିଛି । ସାମାଜି ବ୍ୟବସାୟ ଓ ଶିକ୍ଷା ଏବଂ ଆର୍ଥିକ ସେବାରେ ଅନେକ ନୂତନତ୍ୱ ହେବା ଅଧିକ ଗର୍ବ ଅନୁଭବ ପାର୍ଟନର୍‌ ସହିତ ଟିମ୍‌ କାର୍ଯ୍ୟକାରୀ ଗୁରୁତ୍ୱପୂର୍ଣ୍ଣ ଚାଲେଞ୍ଜ ହୋଇଛି । ଫେସ୍‌ବୁକରେ କ୍ଷୁଦ୍ର ବ୍ୟବସାୟ ସେବା ହୋଇଛି । ସ୍ୱତନ୍ତ୍ର ଗୁରୁତ୍ୱପୂର୍ଣ୍ଣ ଭାବେ କ୍ଷୁଦ୍ର ବ୍ୟବସାୟ ବିଶ୍ୱରେ ସୁଧାର ହେବ । ଜିଓ ସହ ସହଭାଗିତ ହେବା ସହ ହଜାର ହଜାର ଭାରତୀୟ ଇଣ୍ଟରନେଟ୍‌ ଲାଭ ପାଉଛନ୍ତି । ପ୍ରତ୍ୟେକଙ୍କୁ ଉନ୍ନତ ସେବା ଯୋଗାଇବା ଉଚିତ । ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍‌ ଚେୟାର୍‌ମ୍ୟାନ୍‌ ଓ ପରିଚାଳନା ଡାଇରେକଫର ରହିବା ସହ ଆଲୋଚନାରେ ଦେଶରେ ଡିଜିଟାଲ୍‌ ପରିବର୍ତ୍ତନ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶୀତ ଅଧିବେଶନ ବନ୍ଦ

ଶୀତ ଅଧିବେଶନ ବନ୍ଦ

Read More...

ପୁଣି ଅଜୁର୍ନ ରାମପାଲଙ୍କୁ ଏନ୍‌ସିବିର ସମନ

ପୁଣି ଅଜୁର୍ନ ରାମପାଲଙ୍କୁ ଏନ୍‌ସିବିର ସମନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page