ଅନଲକ୍‌ ୫.୦ ଗାଇଡ଼ଲାଇନ ନଭେମ୍ବରରେ ଅପରିବର୍ତ୍ତିତ

October 27, 2020, ଓଡ଼ିଶା, , Anupambharat News Bureau


ଅନଲକ୍‌ ୫.୦ ଗାଇଡ଼ଲାଇନ ନଭେମ୍ବରରେ ଅପରିବର୍ତ୍ତିତ
Anupambharat News Bureau
October 27, 2020

ନୂଆଦିଲ୍ଲୀ,୨୭ା୧୦: ଚଳିତ ଅକେଫାବର ପାଇଁ ଲାଗୁ ହୋଇଥିବା ଅନଲକ ୫.୦ ନିୟମାବଳୀ ନଭେମ୍ବର ମାସ ପାଇଁ ମଧ୍ୟ ଲାଗୁ ହେବ । ଏ ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରି କୁହାଯାଇଛି ଯେ ଅନଲକ ୫.୦ର ନିୟମାବଳୀ ଆସନ୍ତା ନଭେମ୍ବର ୩୦ ପର୍ଯ୍ୟନ୍ତ ଲାଗୁ ରହିବ । ଏହା ସହିତ ଚଳିତ ପାର୍ବଣ ଋତୁରେ କୋଭିଡ ଗାଇଡଲାଇନର କଡ଼ାକଡ଼ି ପାଳନ ଲାଗି ପଦକ୍ଷେପ ନେବାକୁ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ପତ୍ରଲେଖି ଅନୁରୋଧ କରିଛନ୍ତି । ଗତ ସେପେଫମ୍ବର ୧୬ରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଅନଲକ୍‌ ୫.୦ ଗାଇଡଲାଇନ ଅନୁସାରେ ଅକେଫାବର ୧୫ରୁ ସାରା ଦେଶରେ ସିନେମା ହଲ ଖୋଲିବାକୁ ଅନୁମତି ଦିଆଯାଇଥିଲା । ତେବେ କଣ୍ଟେନମେଣ୍ଟ ମଧ୍ୟରେ ଆସୁଥିବା ସିନେମା ହଲ ଗୁଡ଼ିକ ବନ୍ଦ ରଖିବାକୁ କୁହାଯାଇଥିଲା । ଅନ୍ୟପକ୍ଷରେ ବାଣିଜି୍ୟକ ପ୍ରଦର୍ଶନୀଗୁଡ଼ିକର ଆୟୋଜନକୁ ମଧ୍ୟ ଅନୁମତି ଦିଆଯାଇଥିଲା । ସେହିପରି କ୍ରୀଡ଼ାବିତଙ୍କ ଅଭ୍ୟାସ ପାଇଁ ଉଦ୍ଦିଷ୍ଟ ସୁମିଂପୁଲ ମଧ୍ୟ
ଖୋଲିବାକୁ ଅନୁମତି ଦିଆଯାଇଥିଲା । ପାର୍କ ଗୁଡ଼ିକ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଥିଲା । ମାତ୍ର ସ୍କୁଲ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛଡ଼ାଯାଇଥିଲା । ପାର୍କ ଗୁଡ଼ିକ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଥିଲା । ମାତ୍ର ସ୍କୁଲ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛଡ଼ାଯାଇଥିଲା ଖୋଲିବାକୁ ଅନୁମତି ଦିଆଯାଇଥିଲା । ପାର୍କ ଗୁଡ଼ିକ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଥିଲା । ମାତ୍ର ସ୍କୁଲ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛଡ଼ାଯାଇଥିଲା





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜଧାନୀରେ ତଳମୁହାଁ କରୋନା ଗ୍ରାଫ୍‌

ରାଜଧାନୀରେ ତଳମୁହାଁ କରୋନା ଗ୍ରାଫ୍‌

Read More...

ଛାତ୍ରବୃତ୍ତି ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପିତ

ଛାତ୍ରବୃତ୍ତି ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page