ନୌସେନା ମୁଖ୍ୟ ହେଲେ ଆଡମିରାଲ୍‌ କରମବୀର ସିଂହ

June 01, 2019, ଦେଶ, , Anupambharat News Bureau


ନୌସେନା ମୁଖ୍ୟ ହେଲେ ଆଡମିରାଲ୍‌ କରମବୀର ସିଂହ
Anupambharat News Bureau
June 01, 2019

ନୂଆଦିଲ୍ଲୀ, ୩୧ା୫: ଆଡମିରାଲ୍‌ କରମବୀର ସିଂହ ଶୁକ୍ରବାର ଦେଶର ୨୪ତମ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବର୍ତ୍ତମାନ ନୌସେନା ମୁଖ୍ୟଭାବେ କାର୍ଯ୍ୟ କରୁଥିବା ଆଡମିରାଲ ସୁନୀଲ ଲାମ୍ବା ଆଜି ବିଧିବଦ୍ଧ ଭାବେ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ।
ବିଶାଖାପଟନମ୍‌ ଠାରେ ଥିବା ନୌସେନା ମୁଖ୍ୟାଳୟରେ ଆଡମିରାଲ କରମବୀର ସିଂହ ଫ୍ଲାଗ ଅଫିସର କମାଣ୍ଡିଂ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ଜଣେ ନୌସେନା ଅଧିକାରୀ କହିଛନ୍ତି, ନୌସେନାର ସବୁଠାରୁ ବରିଷ୍ଠ ଅଧିକାରୀ ହେଉଛନ୍ତି ଆଡମିରାଲ କରମବୀର ସିଂହ । ସେ ପ୍ରଥମ ହେଲିକପଫର ପାଇଲଟ୍‌ ଯିଏ ନୌସେନାର ମୁଖ୍ୟ ହୋଇଛନ୍ତି । ସେ ୩୯ ବର୍ଷ ହେଲାଣି ନୌସେନାର ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପିପିଲି ସାମ୍ବାଦିକଙ୍କୁ ଆକ୍ରମଣ

ପିପିଲି ସାମ୍ବାଦିକଙ୍କୁ ଆକ୍ରମଣ

Read More...

ଏସସିବିରେ ଆରମ୍ଭ ହେଲା ମଲିକୁଲାର ଜିଓନୋମିକ ପରୀକ୍ଷା

ଏସସିବିରେ ଆରମ୍ଭ ହେଲା ମଲିକୁଲାର ଜିଓନୋମିକ ପରୀକ୍ଷା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page