ଅକେଫାବର ୧୨ ସୁଦ୍ଧା ୫-ଜି ସେବା:ମନ୍ତ୍ରୀ

August 25, 2022, ଦେଶ, , Anupambharat News Bureau


ଅକେଫାବର ୧୨ ସୁଦ୍ଧା ୫-ଜି ସେବା:ମନ୍ତ୍ରୀ
Anupambharat News Bureau
August 25, 2022


ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଶରେ ୫ଜି ସେବାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦୂରସଞ୍ଚାର କମ୍ପାନି ଗୁଡିକ ଏହି ଦିଗରେ କାମ କରୁଛନ୍ତି ଏବଂ ଟେକନିକ୍‌ ଇନଷ୍ଟାଲେସନ ଉପରେ ଜୋର ଦିଆଯାଉଛି । ଅକେଫାବର ୧୨ ସୁଦ୍ଧା ଦେଶରେ ୫ଜି ସେବା ଆରମ୍ଭ ହେବା ନେଇ କେନ୍ଦ୍ରମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ଏହାପରେ ସାରା ଦେଶରେ ଏହାର ବିସ୍ତାର କରାଯିବ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆମେ ଆଶା ରଖିଛୁ ଯେ, ଆସନ୍ତା ଦୁଇରୁ ତିନି ବର୍ଷରେ ୫ ଜି ଦେଶର ପ୍ରତିଟି ସ୍ଥାନରେ ପହଞ୍ଚ ପାରିବ । ଏହାସହ ଏହି ସେବା ଯେପରି ସୁଲଭ ରହିବ ତାହା ମଧ୍ୟ ସୁନିଶ୍ଚିତ କରୁଛୁ । ୫ଜି ସେବା ବିସ୍ତାର ପାଇଁ ଉଭୟ ସହର ଏବଂ ଗ୍ରାମୀଣ ଅଞ୍ଚଳରେ ଧ୍ୟାନ କେନ୍ଦ୍ରୀତ କରାଯାଉଛ ।
ଇଲେକେଫ୍ରା ମାଗନେଟିକ ରେଡିଏସନ କ୍ଷତି ଉପରେ ମଧ୍ୟ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଆମେରିକା ଏବଂ ୟୁରୋପ ତୁଳନାରେ ଭାରତରେ ରେଡିଏସନ ୧୦ ଗୁଣା କମ ରହିବ । ଏଠାରେ ରେଡିଏସନ ବିପଦ ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଆଇଡିବିଆଇ ବ୍ୟାଙ୍କର ୫୧% ଅଂଶଧନ ହେବ ବିକ୍ରି

ଆଇଡିବିଆଇ ବ୍ୟାଙ୍କର ୫୧% ଅଂଶଧନ ହେବ ବିକ୍ରି

Read More...

ସମସ୍ତ ଜାତୀୟ ରାଜପଥରୁ ହଟିବ ଟୋଲ୍‌ ପ୍ଲାଜା

ସମସ୍ତ ଜାତୀୟ ରାଜପଥରୁ ହଟିବ ଟୋଲ୍‌ ପ୍ଲାଜା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page