ସପେଫମ୍ବର ୩ରୁ ସ୍ୱତନ୍ତ୍ର ଓଜେଇଇ

August 24, 2022, ଓଡ଼ିଶା, , Anupambharat News Bureau


ସପେଫମ୍ବର ୩ରୁ  ସ୍ୱତନ୍ତ୍ର ଓଜେଇଇ
Anupambharat News Bureau
August 24, 2022


ଭୁବନେଶ୍ୱର, ୨୪ା୮(ଅନୁପମ ମିଡ଼ିଆ): ଆସନ୍ତା ସେପେଫମ୍ବର ୩ ତାରିଖଠାରୁ ସ୍ୱତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନୁଷ୍ଠିତ ହେବ । ସେପେଫମ୍ବର ୩, ୪ ଓ ୭ ତାରିଖରେ କମ୍ପୁ୍ୟଟର ବେସ୍‌ଡ ଟେଷ୍ଟ (ସିବିଟି) ମୋଡରେ ୪ଟି ସିଫଫରେ ପରୀକ୍ଷାର ଆୟୋଜନ କରାଯିବ ବୋଲି ଓଡ଼ିଶା ଜେଇଇ ଚେୟାରମ୍ୟାନ୍‌ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ ସେପେଫମ୍ବର ୩ ତାରିଖରେ ଏମ୍‌ବିଏ ପାଇଁ ପରୀକ୍ଷା ପୂର୍ବାହ୍ନ ୯ଟାରୁ ୧୦ ଓ ସାଢ଼େ ୧୧ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ହେବ । ସେହିଭଳି ଏଲ୍‌ଇ-ଟେକ୍‌ (ଡିପ୍ଲୋମା) ପାଇଁ ଅପରାହ୍ନ ୨ଟାରୁ ୩ଟା ଏବଂ ସାଢ଼େ ୪ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ପରୀକ୍ଷା ହେବ । ସେପେଫମ୍ବର ୪ ତାରିଖ ବି ଟେକ୍‌ ପାଇଁ ସକାଳ ୯ଟାରୁ ୧୦ଟା, ସାଢ଼େ ୧୧ଟାରୁ ସାଢ଼େ ୧୨ଟା ଏବଂ ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ପରୀକ୍ଷା କରାଯିବ ।
ସେହିଭଳି ସେପେଫମ୍ବର ୭ ତାରିଖ ପୂର୍ବାହ୍ନ ୯ଟାରୁ ୧୦ଟା ବି ଫାର୍ମ, ଦିନ ସାଢ଼େ ୧୧ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ବି.ଫାର୍ମ ସହିତ ଏମ୍‌ ଟେକ୍‌ (ସବୁ ବିଷୟ) ଓ ଏମ୍‌ ଆର୍କିଟେକ ସହିତ ଏମ୍‌ ଫାର୍ମ ଏବଂ ଅପରାହ୍ନ ୨ଟାରୁ ୩ଟା ପର୍ଯ୍ୟନ୍ତ ପରୀକ୍ଷା ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆସ୍ଥା ଜିଣିଲେ ନୀତିଶ

ଆସ୍ଥା ଜିଣିଲେ ନୀତିଶ

Read More...

ଚାରି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା  n ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ

ଚାରି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା n ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page