ଏଥର ଟିଭି ଦେଖିଲେ ୫୦% ଅଧିକ ଖର୍ଚ୍ଚ ହେବ

October 23, 2021, ଦେଶ, , Anupambharat News Bureau


ଏଥର ଟିଭି ଦେଖିଲେ  ୫୦% ଅଧିକ ଖର୍ଚ୍ଚ ହେବ
Anupambharat News Bureau
October 23, 2021

ନୂଆଦିଲ୍ଲୀ : ଏବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ ବର୍ତ୍ତମାନ ଟିଭି ଦେଖିବା ମହଙ୍ଗା ହେବ । ଡିସେମ୍ବର ୧ରୁ ଟିଭି ଚ୍ୟାନେଲଗୁଡ଼ିକର ମୂଲ୍ୟ ବୃଦ୍ଧି ହେବାକୁ ଯାଉଛି କାରଣ ଦେଶର ଅଗ୍ରଣୀ ପ୍ରସାରଣ ନେଟୱାର୍କ ଜି, ଷ୍ଟାର, ସୋନି ଭଳି ଅନ୍ୟ କିଛି ଚ୍ୟାନେଲକୁ ବାଦ୍‌ ଦେଲେଏ ଅନ୍ୟ ସବୁ ଚ୍ୟାନେଲ ଦେଖିବା ପାଇଁ ଲୋକଙ୍କୁ ୫୦% ଅଧିକ ଖର୍ଚ୍ଚ କରିବାକୁ ପଡି । ଟେଲିକମ୍‌ ରେଗୁଲେଟୋରୀ ଅଥରିଟି ଅଫ୍‌ ଇଣ୍ଡିଆ (ଟ୍ରାଇ)ର ନୂତନ ଶୁÂ ବୃଦ୍ଧି ଯୋଗୁଁ ପ୍ରସାରଣକାରୀମାନେ ମୂଲ୍ୟ ବୃଦ୍ଧି କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡ୍ରଗ୍ସ କେବଳ ମହାରାଷ୍ଟ୍ରରେ ଅଛି : ଠାକରେ

ଡ୍ରଗ୍ସ କେବଳ ମହାରାଷ୍ଟ୍ରରେ ଅଛି : ଠାକରେ

Read More...

ଦିଆସିଲି ହେବ ଦୁଇ ଟଙ୍କା

ଦିଆସିଲି ହେବ ଦୁଇ ଟଙ୍କା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page