ଆଜି ମାଟ୍ରିକ ପରୀକ୍ଷା ଫଳ

June 24, 2021, ଓଡ଼ିଶା, , Anupambharat News Bureau


ଆଜି ମାଟ୍ରିକ ପରୀକ୍ଷା ଫଳ
Anupambharat News Bureau
June 24, 2021


କଟକ, ୨୪ା୬(ଅନୁପମ ମିଡ଼ିଆ): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା କାଲି ମାଟ୍ରିକ, ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ସଂସ୍କୃତ ମଧ୍ୟମା ଫଳ ପ୍ରକାଶ ପାଇବ । କଟକସ୍ଥିତ ପରିଷଦର କାର୍ଯ୍ୟାଳୟଠାରେ ଏହି ଫଳ ଆସନ୍ତା କାଲି ଅପରାହ୍ନ ୪ଟାରେ ପ୍ରକାଶ ପାଇବ । ତେବେ ସନ୍ଧ୍ୟା ୬ଟା ପରେ ପ୍ରାର୍ଥୀମାନେ ସେମାନଙ୍କର ରେଜଲଫ ବୋର୍ଡର େୱବସାଇଟ (bseodisha.ac.in / bseodisha.nic.in )
ରେ ପାଇପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁଠାରେ ଇଣ୍ଟରନେଟର ସୁବିଧା ଉପଲବ୍ଧ ନଥିବ ସେଠାରେ ଛାତ୍ରଛାତ୍ରୀମାନେ ଏସଏମଏସ ମାଧ୍ୟମରେ ଫଳ ପାଇପାରିବେ । ଏଥିପାଇଁ ଓଆର୦୧ ରୋଲ ନମ୍ବର ଲେଖି ୫୬୭୬୭୫୦କୁ ଏସଏମଏସ ପଠାବାକୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଏଥର କରୋନା ମହାମାରୀ ଯୋଗୁ ପରୀକ୍ଷା କରାଯାଇପାରିନଥିଲା । ନବମ ଓ ଦଶମ ଶ୍ରେଣୀର ସ୍କୁଲ ଟେଷ୍ଟ ପରୀକ୍ଷାର ରେଜଲଫକୁ ଆଧାର କରି ଫଳ ପ୍ରକାଶ କରାଯିବାର ନିଷ୍ପତ୍ତି ନିଆଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶିତ :  ପାସ ହାର ୯୭.୮୯ ପ୍ରତିଶତ

ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶିତ : ପାସ ହାର ୯୭.୮୯ ପ୍ରତିଶତ

Read More...

ଆଠ ଜିଲ୍ଳାରେ ଅକ୍ସିଜେନ ପ୍ଲାଣ୍ଟ ଶିଳାନ୍ୟାସ, ଅନ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉଦ୍‌ଘାଟନ :   ପ୍ରସ୍ତୁତି, ସତର୍କତା ଓ ସହଯୋଗ ଆମର ମୂଳ ମନ୍ତ୍ର: ­ ମୁଖ୍ୟମନ୍ତ୍ରୀ

ଆଠ ଜିଲ୍ଳାରେ ଅକ୍ସିଜେନ ପ୍ଲାଣ୍ଟ ଶିଳାନ୍ୟାସ, ଅନ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉଦ୍‌ଘାଟନ : ପ୍ରସ୍ତୁତି, ସତର୍କତା ଓ ସହଯୋଗ ଆମର ମୂଳ ମନ୍ତ୍ର: ­ ମୁଖ୍ୟମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page