ଅନ୍ତର୍ଜାତୀୟ ନର୍ସ ଦିବସ

May 12, 2021, ଦେଶ, , Anupambharat News Bureau


ଅନ୍ତର୍ଜାତୀୟ ନର୍ସ ଦିବସ
Anupambharat News Bureau
May 12, 2021

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ନର୍ସ ଦିବସ । ଯେତେବେଳେ ଲୋକେ କରୋନା ଭୟରେ ଘରୁ ବାହାରକୁ ଯିବାକୁ ଭୟ କରନ୍ତି । ଏଭଳି ପରିସ୍ଥିତିରେ ଡାକ୍ତରଖାନାରେ ନର୍ସ ଓ ଡାକ୍ତରମାନେ ୨ୟ ଭଗବାନ ସାଜି ଲୋକଙ୍କ ସେବା କରୁଛନ୍ତି । ଅହରହ ଦେବଦୂତ ସାଜି ଡାକ୍ତରଖାନାଗୁଡ଼ିକରେ ନର୍ସିଂ କର୍ମଚାରୀମାନେ ଛିଡା ହୋଇଛନ୍ତି । ଯେତେବେଳେ କାହାର ନିଶ୍ୱାସ ବନ୍ଦ ହୁଏ, କାହାର ଔଷଧ ଦରକାର ।
ଡାକ୍ତରମାନେ ସିନା ଚିକିତ୍ସା କରନ୍ତି, କି;ୁ ଜୀବନକୁ ବାଜି ଲଗାଇ ଏମାନେ ହସ୍ପିଟାଲରେ ଧାଁ ଦୌଡ କରନ୍ତି । ରୋଗୀ ଭେଣ୍ଟିଲିଟେରରେ ଥିବା ସମୟରେ କାହାକୁ ଅନୁମତି ନଥାଏ । ତଥାପି ଏମାନେ ନିଜର ନହୋଇ ବି ନିଜଠାରୁ ବଳି ରୋଗୀଙ୍କର କରିଥାନ୍ତି ଦେଖାଶୁଣା । କି;ୁ ଆପଣ କେବେ ଭାବିଛନ୍ତି କି ଏହି ଖରାପ ସମୟରେ ସେମାନେ କେତେ ଥର ଭାଙ୍ଗିପଡନ୍ତି ।
ରୋଗୀଙ୍କ ସାମ୍ନାରେ ହସୁଥିବା ଏହି ଆଖିରେ କେତେଥର ଲୁହରେ ଭରିଯାଏ । ଅନ୍ତର୍ଜାତୀୟ ନର୍ସ ଦିବସରେ, ଆମେ କୋଭିଡ ସମୟରେ ଡ୍ୟୁଟି କରୁଥିବା କିଛି ନର୍ସିଂ କର୍ମଚାରୀଙ୍କୁ ଆମର ସତ ସଲାମ । ଆଜିର ଦିନରେ ଲକ୍ଷ ଲକ୍ଷ ନର୍ସଙ୍କ ବିଷୟ ଏହା ଅଧିକ ସମ୍ଭବପର ନୁହେଁ ।
ଏହି ବିଶେଷ ଦିନରେ ସେମାନଙ୍କୁ ଯେତେ ପ୍ରଶଂସା କଲେ ବି କମ୍‌ ହେବ । ନିଜ ପରିବାରକୁ ଛାଡି ଅନ୍ୟକୁ ଖୁସି କରିବାରେ ଏମାନଙ୍କର ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଖିବୁଜା ଗୁଳି ମାଡ, ୧୧ ମୃତ

ଆଖିବୁଜା ଗୁଳି ମାଡ, ୧୧ ମୃତ

Read More...

ଶପଥ ନେଲେ ହିମନ୍ତ

ଶପଥ ନେଲେ ହିମନ୍ତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page