ଦିନକରେ ୧୪୧ ଥର ଆକ୍ରମଣ, ୪୩୮ ମୃତ

May 05, 2021, ବିଦେଶ, , Anupambharat News Bureau


ଦିନକରେ ୧୪୧ ଥର ଆକ୍ରମଣ, ୪୩୮ ମୃତ
Anupambharat News Bureau
May 05, 2021


କାବୁଲ: ଆଫଗାନିସ୍ତାନରେ ତାଲିବାନ୍‌ ଆତଙ୍କ ରଚିଥିବା ଏକ ଗଣମାଧ୍ୟମ ସଂସ୍ଥାର ରିପୋର୍ଟରୁ ଜଣାପଡ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୧୪୧ଥର ଆକ୍ରମଣ କରିଥିବା ଏଥିରେ ସୂଚନା ଦିଆଯାଇଛି ।
ଆଫଗାନିସ୍ତାନର ଟୋଲୋ ନ୍ୟୁଜ୍ର ରିପୋର୍ଟ ମୁତାବକ, ଏହି ଆକ୍ରମଣରେ ପ୍ରାୟ ୨୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି । ଏଥିରେ ପେରାମିକ୍ୟୁଲ୍‌ ଜିଇ, ଯିଏକି ତଖରର ପବ୍ଲିକ୍‌ ପୋର୍ସର କମାଣ୍ଡର୍‌ ଥିଲେ ତାଙ୍କର ମୃତ୍ୟୁ ହୋଇଛି । ଦେଶର ପ୍ରତିରକ୍ଷା ବିଭାଗ ଏନେଇ କହିଛି ଯେ, ଏଥିରେ ୨୪ ଘଣ୍ଟା ମଧ୍ୟରେ ତାଲବାନ୍‌ର ୧୦୦ ଜଣ ଲୋକ ଆହାତ ହୋଇଛନ୍ତି । କି;ୁ ତାଲିବାନ୍‌ ଏହାକୁ ଖଣ୍ଡନ କରିଛ । ଟୋଲୋ ନ୍ୟୁଜ୍‌ରେ ସଂଗୃହୀତ ତଥ୍ୟ ଅନୁସାରେ, ଆଫଗାନ ଫୋର୍ସ ଏବଂ ସିଭିଲିଆନ୍‌ର ସଦସ୍ୟଙ୍କ ମଧ୍ୟରୁ ୪୩୮ ଜଣ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ଗତ ୩୦ ଦନ ମଧ୍ୟରେ ୫୦୦ରୁ ଅଧିକ ଆଫଗାନ୍‌ ଫୋର୍ସର ସଦସ୍ୟ ଏଥିରେ ପ୍ରାଣ ହରାଇଛନ୍ତି । ଗତ ମାସରେ ହୋଇଥିବା ଆକ୍ରମଣ ସମୟରେ ୧୯୦ ବୋମାମାଡ଼ ହୋଇଥିବା ବେଳେ ଗାର୍ଗେଟ୍‌ କରି ଆଟାକ୍‌ ଏବଂ ବିଭିନ୍ନ କ୍ଷୟକ୍ଷତି ଘଟାଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତକୁ ଆଉ ୩ଟି ରାଫେଲ ଆସୁଛି

ଭାରତକୁ ଆଉ ୩ଟି ରାଫେଲ ଆସୁଛି

Read More...

ଅକ୍ସିଜେନ ପ୍ଲାଣ୍ଟରେ ବିସ୍ପୋରଣ, ଦୁଇ ମୃତ

ଅକ୍ସିଜେନ ପ୍ଲାଣ୍ଟରେ ବିସ୍ପୋରଣ, ଦୁଇ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page