ବରିଷ୍ଠ ସାମ୍ବାଦିକଙ୍କ ଜୀବନ ନେଲା କରୋନା

April 30, 2021, ଦେଶ, , Anupambharat News Bureau


  ବରିଷ୍ଠ ସାମ୍ବାଦିକଙ୍କ ଜୀବନ ନେଲା କରୋନା
Anupambharat News Bureau
April 30, 2021


ନୂଆଦିଲ୍ଳୀ: କରୋନା ନେଲା ଆଉ ଏକ ସାମ୍ବାଦିକଙ୍କ ଜୀବନ, ଟିଭି ପରଦାରେ ଲୋକଙ୍କୁ ସଚେତନ କରାଉଥିବା ବରିଷ୍ଠ ସାମ୍ବାଦିକ ରୋହିତ ସରଦାନାଙ୍କ ବିୟୋଗ ଘଟିଛି । ଗତ କିଛିଦିନ ହେବ କରୋନାରେ ସଂକ୍ରମିତ ଥାଇ ଚିକିତ୍ସିତ ହେଉଥିଲେ ରୋହିତ । କିନ୍ତୁ ହଠାତ୍ କରୋନା ନିଷ୍ଠୁର ସାଜି ଜଣେ ଜାତୀୟସ୍ତରରେ ପରିଚିତ ଚେହେରାକୁ ନେଇଯାଇଛି । ରୋହିତ ସରଦାନା 'ଆଜ୍ ତକ୍' ନ୍ୟୁଜ୍ ଚ୍ୟାନେଲରେ ଉଚ୍ଚକୋଟ୍ଟୀର ଉପସ୍ଥାପକ ଥିଲେ । କିନ୍ତୁ ତାଙ୍କ ବିତର୍କ ଏବଂ ଉପସ୍ଥାପନା ଶୈଳୀକୁ ଆଉ ଦେଖିପାରିବେନି ଦର୍ଶକ । ରୋହିତଙ୍କ ନିଧନ ନେଇ ବରିଷ୍ଠ ସାମ୍ବାଦିକ ସୁଧୀର ଚୌଧୁରୀ ଲେଖିଛନ୍ତି କି, ବିଶ୍ୱାସ କରି ହେଉନଥିବା ଭଳି ଖବର ହେଲେ ବି କରୋନା ଧିରେ ଧିରେ ରୂପ ବଦାଳାଇ ପାଖରୁ ପ୍ରିୟଜନଙ୍କୁ ନେଇଯାଉଛି । ଭଗବାନ ଏତେ ନିଷ୍ଠୁର କେମିତି ହେଉଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନାରେ 'ମିଷ୍ଟର ଇଣ୍ଡିଆ' ଜଗଦୀଶ ଲାଡଙ୍କ ଦେହାନ୍ତ

କରୋନାରେ 'ମିଷ୍ଟର ଇଣ୍ଡିଆ' ଜଗଦୀଶ ଲାଡଙ୍କ ଦେହାନ୍ତ

Read More...

ବଳାତ୍କାରୀଙ୍କୁ ପିଟିପିଟି ହତ୍ୟା କଲେ ଗ୍ରାମବାସୀ

ବଳାତ୍କାରୀଙ୍କୁ ପିଟିପିଟି ହତ୍ୟା କଲେ ଗ୍ରାମବାସୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page