କରୋନାରେ ’ସୁଟର ଦାଦି’ ଚନ୍ଦ୍ରୋ ତୋମାରଙ୍କ ପରଲୋକ

April 30, 2021, ଦେଶ, , Anupambharat News Bureau


କରୋନାରେ ’ସୁଟର ଦାଦି’ ଚନ୍ଦ୍ରୋ ତୋମାରଙ୍କ ପରଲୋକ
Anupambharat News Bureau
April 30, 2021

ନୂଆଦିଲ୍ଲୀ: ’ସୁଟର ଦାଦୀ’ ନାମରେ ମଧ୍ୟ ଜଣାଶୁଣା ଚନ୍ଦ୍ରୋ ତୋମାରଙ୍କ କରୋନା ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଶୁକ୍ରବାର ଦିନ ମିରଟ ହସ୍ପିଟାଲ୍‌ରେ ତାଙ୍କ ଦେହାନ୍ତ ହୋଇଛି।
ଚନ୍ଦ୍ରୋ ତୋମାର ଏପ୍ରିଲ୍ ୨୭ରେ କରୋନା ସଂକ୍ରମିତ ହୋଇଥିଲେ। ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଚନ୍ଦ୍ରୋ ତୋମାରଙ୍କ ପରଲୋକରେ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।
୨୦୧୯ ରେ ମୁକ୍ତିଲାଭ କରିଥିବା ବଲିଉଡ ଚଳଚ୍ଚିତ୍ର ‘ସାଣ୍ଡ କି ଆଙ୍ଖ୍‌‘ ତାଙ୍କ ଜୀବନୀକୁ ନେଇ ଅନୁପ୍ରାଣିତ ହୋଇଥିଲା।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବାଇଜଲଙ୍କୁ କରୋନା

ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବାଇଜଲଙ୍କୁ କରୋନା

Read More...

 କୋଭିଡ୍‌ ମୁକାବିଲା :  ଡିଜିପିଙ୍କ ତିନି ସୂତ୍ରୀ ଫର୍ମୁଲା

କୋଭିଡ୍‌ ମୁକାବିଲା : ଡିଜିପିଙ୍କ ତିନି ସୂତ୍ରୀ ଫର୍ମୁଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page