ବଦଳିଲେ ମୁମ୍ବାଇ ପୋଲିସ କମିଶନର

March 17, 2021, ଦେଶ, , Anupambharat News Bureau


ବଦଳିଲେ ମୁମ୍ବାଇ ପୋଲିସ କମିଶନର
Anupambharat News Bureau
March 17, 2021


ମୁକେଶ ଅମ୍ବାନୀଙ୍କ ସୁରକ୍ଷାକୁ ନେଇ ମୁମ୍ବାଇର ଆଉ ଏକ ବରିଷ୍ଠ ପୋଲିସ ଅଧିକାରୀ ତଥା ପୋଲିସ କମିଶନର ପରମବୀର ସିଂଙ୍କୁ ତାଙ୍କ ପଦରୁ ବଦଳି କରାଯାଇଛି । ଅଣ୍ଟିଲିଆରେ ଅମ୍ବାନୀଙ୍କ ଘର ଆଗରୁ ବସ୍ପୋରକ ଭର୍ତ୍ତି ଏସ୍‌ୟୁଭି ଗାଡ଼ି ଠାବ ହେବା ପରେ ମୁକେଶ ଅମ୍ବାନୀଙ୍କ ସୁରକ୍ଷାକୁ ନେଇ ଏହି ବଦଳି କରାଯାଇଛି । ତାଙ୍କ ସ୍ଥାନରେ ମୁମ୍ବାଇର ନୂତନ ପୋଲିସ କମିଶନର ଭାବେ ହେମନ୍ତ ନାଗରାଲେଙ୍କୁ ନିଯୁକ୍ତି ମିଳିଛି । ତେବେ ମୁମ୍ବାଇ ପୋଲିସ କମିଶନର ଥିବା ପରମବୀରଙ୍କୁ ଗୃହରକ୍ଷୀ ବିଭାଗକୁ ବଦଳି କରାଯାଇଛି । ଏନେଇ ମହାରାଷ୍ଟ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଘଟଣାରେ ଜଡ଼ିତ ଥିବା ସଚିନ ୱାଜେଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ମୁମ୍ବାଇ ପୋଲିସ କମିଶନରଙ୍କୁ ବଦଳି କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରଥମରୁ ଅଷ୍ଟମ ଆରମ୍ଭରେ ହେବ ରିଭିଜନ କ୍ଲାସ୍‌

ପ୍ରଥମରୁ ଅଷ୍ଟମ ଆରମ୍ଭରେ ହେବ ରିଭିଜନ କ୍ଲାସ୍‌

Read More...

ପିପିଲି ଉପନିର୍ବାଚନ କୋଭିଡ କଟକଣାରେ ହେବ

ପିପିଲି ଉପନିର୍ବାଚନ କୋଭିଡ କଟକଣାରେ ହେବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page