ଫେସ୍‌ବୁକ୍‌କୁ ପଛରେ ପକାଇଲା ଟିକ୍‌ଟକ୍‌

December 11, 2020, ଦେଶ, , Anupambharat News Bureau


ଫେସ୍‌ବୁକ୍‌କୁ ପଛରେ ପକାଇଲା ଟିକ୍‌ଟକ୍‌
Anupambharat News Bureau
December 11, 2020


ବେଙ୍ଗାଲୁରୁ :କିଛି ସମୟ ପୂର୍ବରୁ ସୁରକ୍ଷାଗତ କାରଣ ଲାଗି ଭାରତରେ ନିଷିଦ୍ଧ ହୋଇଥିବା ମୋବାଇଲ ଆପ୍‌ ଟିକ୍‌ଟକ୍‌ ଲୋକପ୍ରୀୟ ସୋସିଆଲ ସାଇଟ୍‌ ଫେସବୁକ୍‌ ପଛରେ ପକାଇ ଦେଇଛି ।
ଚଳିତ ବର୍ଷ ବିଶ୍ୱରେ ଟିକ୍‌ଟକ୍‌ ସବୁଠୁ ବେଶି ଡାଉନ୍‌ଲୋଡ ହୋଇଥିବା ଆପ୍‌ ପରିଣତ ହୋଇଥିବା ମୋବାଇଲ ଆପ୍‌ ଆନାଲିଟିକ୍ସ ଫାର୍ମ ଏପି ଏନିଙ୍କ ରିପୋର୍ଟରୁ ଜଣାପଡିଛି । ରିପୋର୍ଟ ଅନୁସାରେ ଆପ ଏଣ୍ଡ୍ରଏଡ ଓ ଆଇଓଏସ୍‌ ପ୍ଲାଟଫର୍ମ ଉଭୟର ବେଶ୍‌ ଡାଉନଲୋଡ ହୋଇଛି । ଆପ ଏନି ଡାଉନଲୋଡ ଲିଷ୍ଟରେ ଜାନୁୟାରୀ-ନଭେମ୍ବର ୨୦୨୦ରେ ଟିକ୍‌ଟକ୍‌ ପରେ ଦ୍ୱିତୀୟ ସ୍ଥାନରେ ଫେସବୁକ୍‌, ତୃତୀୟ ସ୍ଥାନରେ ୱାଟ୍ସସପ୍‌ ଆପ୍‌, ଚତୁର୍ଥ ସ୍ଥାନରେ ଜୁମ କ୍ଲାଉଡ୍‌ ମିଟିଙ୍ଗ ଓ ପଞ୍ଚମ ସ୍ଥାନରେ ଇଂଷ୍ଟାଗ୍ରାମ ରହିଛି । ରିପୋର୍ଟରେ କଞ୍ଜ୍ୟୁମର ସ୍ପେଣ୍ଡିଂ ତଥ୍ୟ ମଧ୍ୟ ରହିଛି । ଏଥିରେ ଟିକ୍‌ଟକ୍‌ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ପ୍ରଥମ ସ୍ଥାନରେ ଡେଟିଂ ଆପ୍‌ ଟିଣ୍ଡର ରହିଛି । କଞ୍ଜ୍ୟୁମର ସ୍ପେଣ୍ଡିଂର ତୃତୀୟ ସ୍ଥାନରେ ଭିଡିଓ ଷ୍ଟ୍ରିମିଂ ଆପ୍‌ ୟୁ ଟ୍ୟୁବ୍‌, ଚତୁର୍ଥ ସ୍ଥାନରେ ଡିଜନୀ ଓ ପଞ୍ଚମ ସ୍ଥାନରେ ଟେନସେଣ୍ଟ ଭିଡିଓ ରହିଛି । ଚଳିତବର୍ଷର ରିପୋର୍ଟରୁ ଆପ୍‌ ଏନି ୨୦୨୧ରେ ଟିକ୍‌ଟକ୍‌ ମନ୍ଥଲୀ ଆକଫିଭ ୟୁଜରଙ୍କ ସଂଖ୍ୟା ୧ ବିଲିୟନରୁ ବି ଅଧିକ ଥିବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଷ୍ଟ୍ରେଲୀୟ ଖେଳାଳି ଗ୍ରୀନଙ୍କ ମୁଣ୍ଡରେ ବଲ୍‌ ବାଜିଲା

ଅଷ୍ଟ୍ରେଲୀୟ ଖେଳାଳି ଗ୍ରୀନଙ୍କ ମୁଣ୍ଡରେ ବଲ୍‌ ବାଜିଲା

Read More...

ଗର୍ଭଧାରଣ ପୋର୍ଟାଲ ଲୋକାର୍ପିତ

ଗର୍ଭଧାରଣ ପୋର୍ଟାଲ ଲୋକାର୍ପିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page