୧.୩୬ କୋଟି ମୂଲ୍ୟର ମୁଦ୍ରା ଜବତ

August 27, 2020, ଦେଶ, , Anupambharat News Bureau


୧.୩୬ କୋଟି ମୂଲ୍ୟର ମୁଦ୍ରା ଜବତ
Anupambharat News Bureau
August 27, 2020

ଚେନ୍ନାଇ ବିମାନ ବନ୍ଦର ସ୍ଥିତ ଇଣ୍ଟରନ୍ୟାସ୍‌ନାଲ୍‌ କୋରିୟର ଟର୍ମିନାଲ୍‌ରେ ୧.୩୬ କୋଟି ଟଙ୍କା ମୂଲ୍ୟର ଭାରତୀୟ ମୁଦ୍ରା ଓ କେତେକ ବିଦେଶୀ ମୁଦ୍ରା ମଧ୍ୟ ଭାରତୀୟ ଆମଦାନୀ ଶୁÂ ବିଭାଗର ଅଧିକାରୀମାନେ ତନଖୀ କରି ଜବତ କରିଥିବା ଘଟଣା ଜଣାଯାଇଛି । ଚେନ୍ନାଇ ଆମଦାନୀ ଶୁÂ ବିଭାଗର ଅଧିକାରୀମାନେ ଭାରତରୁ ବିଦେଶକୁ ଚାଲାଣ ହେଉଥିବା ଏକ ପାର୍ସଲ କୋରିୟର୍‌ ପ୍ୟାକେଟ୍‌କୁ ସନ୍ଦେହରେ ଖୋଲି ଥିଲେ ଉକ୍ତ ପ୍ୟାକେଟ୍‌ ଭିତରେ ୧୫ଟି ସାଢ଼ୀ ସହିତ ଭାରତୀୟ ନୋଟ ବଣ୍ଡଲ୍‌ ହୋଇ ଲୁକାୟିତ ଭାବରେ ରଖାଯାଇଥିଲା । ଯାହାର ମୂଲ୍ୟ ୧.୩୬ କୋଟି ଟଙ୍କା ହେବ ବୋଲି ଜଣାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିଟ୍‌-ଜେଇଇ ପ୍ରସଙ୍ଗ:  ମୋଦିଙ୍କ ସହ କଥା ହେଲେ ନବୀନ

ନିଟ୍‌-ଜେଇଇ ପ୍ରସଙ୍ଗ: ମୋଦିଙ୍କ ସହ କଥା ହେଲେ ନବୀନ

Read More...

ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣର୍ରେଖା ଫୁଲିଲା

ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣର୍ରେଖା ଫୁଲିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page