କିଟ୍‌ ପକ୍ଷରୁ ରିଲିଫ୍‌ ସାମଗ୍ରୀ ବଣ୍ଟନ

May 18, 2019, ଓଡ଼ିଶା, , Anupambharat News Bureau


କିଟ୍‌ ପକ୍ଷରୁ ରିଲିଫ୍‌ ସାମଗ୍ରୀ ବଣ୍ଟନ
Anupambharat News Bureau
May 18, 2019

ଭୁବନେଶ୍ୱର, ୧୮ ।୫ (ଅନୁପମ ମିଡିଆ): ଫନି ମହାବାତ୍ୟା ପାଇଁ କିଟ୍‌ ପକ୍ଷରୁ ରିଲିଫ୍‌ ସାମଗ୍ରୀ ବଂଟନ କରାଯାଇଛି । କିଟ୍‌ ପକ୍ଷରୁ ୧ଲକ୍ଷ ବିସ୍କୁଟ୍‌ ପ୍ୟାକେଟ ଓ ୧ଲକ୍ଷ ପାଣି ବୋତଲ ବାତ୍ୟା ବିପନ୍ନଙ୍କ ଉଦ୍ଦେଶ୍ୟରେ ୧୧ଟି ଟ୍ରକ୍‌ରେ ଲଦାଯାଇ ପୁରୀ ଜିଲ୍ଲ ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତଙ୍କ ଉପସ୍ଥିତି ଓ ପ୍ରତ୍ୟକ୍ଷ ତତ୍ୱାବଧାନରେ ରିଲିଫ୍‌ ସାମଗ୍ରୀ ପୁରୀ ପ୍ରେରଣ କରାଯାଇଥିଲା । ଆବଶ୍ୟକ ହେଲେ ଆଗାମୀ ଦିନରେ ମଧ୍ୟ ରିଲିଫ୍‌ ପ୍ରେରଣ ପ୍ରକ୍ରିୟା ଜାରି ରହିବ ବୋଲି କିଟ୍‌ ପକ୍ଷରୁ କୁହାଯାଇଛି ।
ଓଡ଼ିଶାର ଜନତାଙ୍କ ସେବା ପାଇଁ ସର୍ବଦା ଉତ୍ସର୍ଗୀକୃତ ମନୋଭାବ ନେଇ କିଟ୍‌ ନିୟୋଜିତ ଥାଏ । ଶିକ୍ଷାଦାନ ବ୍ୟତୀତ ବିଭିନ୍ନ ସମୟରେ ଓଡ଼ିଶାରେ ଦେଖାଯାଉଥିବା ପ୍ରାକୃତିକ ଦୁର୍ବିପାକରେ ଲୋକଙ୍କ ନିକଟରେ ପହଂଚି କିଟ୍‌ ସହାୟତାର ହାତ ବଢ଼ାଇଥାଏ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
‘ଫନି’ ଛଡେଇ ନେଲା ବାସ ଓ ଚାଷ: ଆଖିର ଲୁହ ଯାହା ଶେଷ ସମ୍ବଳ

‘ଫନି’ ଛଡେଇ ନେଲା ବାସ ଓ ଚାଷ: ଆଖିର ଲୁହ ଯାହା ଶେଷ ସମ୍ବଳ

Read More...

ପିପିଲି: ‘ଫନି’ରେ ଭାଙ୍ଗିଛି ୧୯୫ ସ୍କୁଲ ଘର

ପିପିଲି: ‘ଫନି’ରେ ଭାଙ୍ଗିଛି ୧୯୫ ସ୍କୁଲ ଘର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page