ସମ୍ବିତଙ୍କ ଠାରେ କରୋନା ଲକ୍ଷଣ ପରିଲକ୍ଷିତ

May 28, 2020, ଓଡ଼ିଶା, , Anupambharat News Bureau


ସମ୍ବିତଙ୍କ ଠାରେ କରୋନା ଲକ୍ଷଣ ପରିଲକ୍ଷିତ
Anupambharat News Bureau
May 28, 2020

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଗୁଡ଼ଗାଁଓର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମ୍ବିତଙ୍କ ମଧ୍ୟରେ କରୋନା ଲକ୍ଷଣ ପରିଲକ୍ଷିତ ହେବାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମ୍ବିତ ପାତ୍ର ବିଜେପିର ଜଣେ ଆଗଧାଡ଼ିର ନେତା । ସେ ଅଧିକାଂଶ ସମୟରେ ଟିଭିରେ ଡିବେଟ ଶୋ’ରେ ଭାଗ ନିଅନ୍ତି ୨୦୧୯ ଲୋକସଭା ନିର୍ବାଚନରେ ସେ ଓଡିଶାର ପୁରୀ ଆସନରୁ ପ୍ରାର୍ଥୀ ହୋଇଥିଲେ ।
ଦେଶରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୬ ହଜାର ୫୬୬ ଜଣ କରୋନା ସଂକ୍ରମଣର ଶିକାର ହୋଇଥିବାବେଳେ ୧୯୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୫୮ ହଜାର ୩୩୩ ରେ ପହଞ୍ଚିଛି । ଏ ପର୍ଯ୍ୟନ୍ତ କରୋନା ଯୋଗୁଁ ୪ ହଜାର ୫୩୧ ଜଣଙ୍କର ମୃତ୍ୟୁ ହୋଇସାରିଛି ୬୭ ହଜାର ୬୯୨ ଜଣ ସୁସ୍ଥ ମଧ୍ୟ ହୋଇସାରିଛନ୍ତି ।
ସମ୍ବିତଙ୍କ ମଧ୍ୟରେ କରୋନା ଲକ୍ଷଣ ପରିଲକ୍ଷିତ ହେବାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମ୍ବିତ ପାତ୍ର ବିଜେପିର ଜଣେ ଆଗଧାଡ଼ିର ନେତା । ସେ ଅଧିକାଂଶ ସମୟରେ ଟିଭିରେ ଡିବେଟ ଶୋ’ରେ ଭାଗ ନିଅନ୍ତି ୨୦୧୯ ଲୋକସଭା ନିର୍ବାଚନରେ ସେ ଓଡିଶାର ପୁରୀ ଆସନରୁ ପ୍ରାର୍ଥୀ ହୋଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନା ଛାଇରେ ବଢୁଛି ଯୁଦ୍ଧ ଭୟ

କରୋନା ଛାଇରେ ବଢୁଛି ଯୁଦ୍ଧ ଭୟ

Read More...

ଅଭିନେତା ବିଜୟ ମହାନ୍ତି ଅସୁସ୍ଥ

ଅଭିନେତା ବିଜୟ ମହାନ୍ତି ଅସୁସ୍ଥ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page