ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କରେ ସନ୍ତୁଳନ ନହେବାରୁ ଆମେରିକା ନିରାଶ

July 12, 2019, ଶିଳ୍ପ ବାଣିଜ୍ୟ, , Anupambharat News Bureau


ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କରେ ସନ୍ତୁଳନ ନହେବାରୁ ଆମେରିକା ନିରାଶ
Anupambharat News Bureau
July 12, 2019

ୱାସିଂଟନ: ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କରେ ସନ୍ତୁଳନ ନହେବାରୁ ଆମେରିକା ନିରାଶ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ ଓ ବାଣିଜ୍ୟ ପ୍ରତିନିଧି ରୋବର୍ଟ ଲାଇଟ୍‌ହାଇଜେର୍‌ ନିରାଶ ହୋଇଛି । ଭାରତ ସହ ବାଣିଜ୍ୟ ସମ୍ପର୍କ ସନ୍ତୁଳନ ହୋଇନଥିବାରୁ ବାଣିଜ୍ୟ ଓ ଶୁÂ ଶ୍ରେଷ୍ଠ ପ୍ରଶାସନିକ ଅଧିକାରୀଙ୍କ କହିବାନୁସାରେ ନୂତନ ଭାବରେ ଆଲୋଚନା ଉଭୟ ଦେଶ କୌଣସି କାରବାର ଉପରେ ସମ୍ପୂଣ୍ଣ ର୍ ନିଷ୍ପତ୍ତି ନେଇପାରୁନାହାନ୍ତି । ତେବେ ଆମେରିକା ଏଦିଗରେ ଶୀଘ୍ର ପଦକ୍ଷେପ ଉପରେ ଗୁରୁତ୍ୱ ଦେଉଛି । ରାଷ୍ଟ୍ରପତି ଓ ରାଷ୍ଟ୍ରଦୂତ ଲାଇଟ୍‌ହାଇଜେର୍‌ ବାଣିଜ୍ୟ ସମ୍ପର୍କ ନେଇ ନିରାଶ ହୋଇଛି । ଉଭୟଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ରହିଥିବାବେଳେ କେତୋଟି ପ୍ରସଙ୍ଗ ଉପରେ ଗତ କିଛି ବର୍ଷ ମଧ୍ୟରେ ନିରାଶ ହୋଇଛି । ଭବିଷ୍ୟତ ରେ ଆମେରିକା ସହ ଭାରତର ସମ୍ପର୍କ କିଭଳି ରହିବ ତାହା ସ୍ପଷ୍ଟ କରିବା ଏତେ ସହଜ ନୁହେଁ ବୋଲି ଆମେରିକା ବାଣିଜ୍ୟ ପ୍ରତିନିଧିର ଜୈଫ୍‌ରେ ଡି ଗେରିସ୍‌ ପ୍ରକାଶ କରିଛନ୍ତି । ଗେରିସ୍‌ ଆହୁରୀ କହିଛନ୍ତି ଯେ, ଭାରତ -ଆମେରିକା ବାଣିଜ୍ୟ ସମ୍ପର୍କ ପ୍ରଥମେ ଦ୍ୱିତୀୟ ଲିଡରସିପ୍‌ ସମିତି ଆମେରିକା-ଭାରତ ପାର୍ଟନରସିପ୍‌ ଫୋରମ ୍‌(ୟୁଏସ୍‌ଆଇଏସ୍‌ପିଏଫ୍‌ ଦଳ ଆମେରିକା ବାଣିଜ୍ୟ ଅଧିକାର ଆଲୋଚନା ସହ ଭାରତ ସହ ବାଣିଜ୍ୟ ପ୍ରସଙ୍ଗ ନୂଆଦିଲ୍ଲୀରେ ହୋଇଛି । ଉଭୟ ଦେଶ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡିକ ଦିଗରେ ଆଲୋଚନା ହୋଇନାହିଁ । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ମଧ୍ୟରେ ଜିଏସ୍‌ପି ସମୀକ୍ଷା ରହିବା ଉଚିତ । ଜିଏସ୍‌ପି ସମୀକ୍ଷା ସୀମା ପ୍ରସଙ୍ଗ ପ୍ରତିକାର କରାଯାଇ ପାରିବ । ଏଥିରେ ଦୁଇ ଦେଶ ବୁଝାମଣା କରିବା ଉଚିତ । ଲାଇଟ୍‌ହାଇଜେର କହିଛନ୍ତି ଯେ, ନୂତନ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ହୋଇଥିବା ପିୟୁଷ ଗୋଏଲ୍‌ ଦୁଇ ନେତାଙ୍କ ମଧ୍ୟରେ ଉନ୍ନତ ଆଲୋଚନା ହୋଇଛି । ଏହି ଆଲୋଚନା ବେଶ୍‌ ଗୁରୁତ୍ୱବହନ କରିବ ବୋଲି କହିଛନ୍ତି । ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟ ଓ ଶୁÂ ପ୍ରସଙ୍ଗ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଛି । ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ନିବିଡ଼ କରିବା ପାଇଁ ବାଣିଜ୍ୟ ପ୍ରସଙ୍ଗ ଏଥିରେ ରହିବ । ପ୍ରସଙ୍ଗ ଗୁଡିକ ମଧ୍ୟରେ କୃଷି ଓ ଅଣ କୃଷିଜାତ ଉତ୍ପାଦ ଓ ଅନ୍ୟ ଜଟିଳ ପ୍ରସଙ୍ଗ ମଧ୍ୟରେ ଡିଜିଟାଲ୍‌ ବ ।ଣିଜ୍ୟ,ସେବା ଓ ଇଣ୍ଟେଲ୍‌ ଲେକୁ୍ୟଚୁଆଲ୍‌ ପ୍ରେପୋଟି ସୁରକ୍ଷା ଦିଗରେ ଗୁରୁତ୍ୱ ଦିଆଯିବା ଉଚିତ । ଗେରିସ୍‌ ଆହୁରୀ କହିଥିଲେ ଯେ, ଆମେରିକା ବାଣିଜ୍ୟ ସମୀକ୍ଷା ଅଧିକାରୀ ଆମେରିକା ବାଣିଜ୍ୟ ପ୍ରତିନିଧି ସହାୟକ ଖ୍ରୀଷ୍ଟୋପେର୍‌ ୱିଲସନ୍‌ ନୂଆଦିଲ୍ଲୀଠାରେ କେତୋଟି ପ୍ରସଙ୍ଗରେ ଆଲୋଚନା କରିିଥିଲେ । କୌଣସି ପ୍ରକାର ବୁଝାମଣା ହୋଇନାହିଁ । ସମ୍ପୂର୍ଣ୍ଣ ପରିମାଣରେ ଅର୍ଥରାଶି ପ୍ରସଙ୍ଗ ଗୁଡିକରେ ନୂତନ ସରକାରରେ କେତୋଟି ପ୍ରସଙ୍ଗ ସମାଧାନ ହୋଇପାରିବ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଡୋନାଲଫ ଟ୍ରମ୍ପ ଓସ୍କାକା ଠାରେ ଆଲୋଚନା ହୋଇଥିଲା । ଜାପାନ୍‌ରେ ଜି-୨୦ ସମିତି ଗତମାସରେ ହୋଇଥିଲା । ଏଥିରେ ସ୍ପଷ୍ଟ ଭାବରେ କୁହାଯାଇଥିଲା ଯେ, ବାଣିଜ୍ୟ ଅଧିକାରୀ ମାନଙ୍କୁ କେତେକ ପ୍ରସଙ୍ଗ ସମାଧାନ ହେବ ବୋଲି ଆଶା କରାଯାଉଛି । ଏଦିଗରେ ଉଭୟ ଦେଶର ବାଣିଜ୍ୟ ପ୍ରତିନିଧି ଆଲୋଚନା ଜରିଆରେ ପ୍ରସଙ୍ଗ ଗୁଡିକ ସମାଧାନ ଦିଗରେ ଉଦ୍ୟମ ହୋଇଛି । ଲାଇଟ୍‌ହାଇଜେର୍‌ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ୍‌ ସହ ଉତ୍ତମ ଆଲୋଚନା କରିଥିବା ଜଣାଯାଇଛି । ଭାରତ ହୋଇଥିବା ନୂତନ ସରକାରରେ ବାଣିଜ୍ୟ ବୁଝାମଣାକୁ ଜାରି ରହିଛି । ଗେରିସ୍‌ କହିବାନୁସାରେ ଆମେରିକା ସ୍ୱତନ୍ତ୍ର ୩୦୧ ତଦନ୍ତ ଭାରତ ବିରୁଦ୍ଧରେ ବିଚାରକୁ ନେଇଛି । ଆଶା କରାଯାଉଛି ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ ହୋଇଥିବା ଉପକରଣ ଗୁଡିକ ବଜାର ରେ ଯେଭଳି ଉପଲବ୍ଧ ହୋଇପାରିବ ସେଥିପ୍ରତି ଧ୍ୟାନ ଦିଆଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟଙ୍କା ମୂଲ୍ୟରେ ହ୍ରାସ

ଟଙ୍କା ମୂଲ୍ୟରେ ହ୍ରାସ

Read More...

ଦେଶର ପ୍ରଥମ ଇଥେନୋଲ୍‌ ବାଇକ୍‌ ଲଞ୍ଚ କଲା ଟିଭିଏସ୍‌

ଦେଶର ପ୍ରଥମ ଇଥେନୋଲ୍‌ ବାଇକ୍‌ ଲଞ୍ଚ କଲା ଟିଭିଏସ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page