ଦେଶର ପ୍ରଥମ ଇଥେନୋଲ୍‌ ବାଇକ୍‌ ଲଞ୍ଚ କଲା ଟିଭିଏସ୍‌

July 12, 2019, ଶିଳ୍ପ ବାଣିଜ୍ୟ, , Anupambharat News Bureau


ଦେଶର ପ୍ରଥମ ଇଥେନୋଲ୍‌ ବାଇକ୍‌ ଲଞ୍ଚ କଲା ଟିଭିଏସ୍‌
Anupambharat News Bureau
July 12, 2019

ନୂଆଦିଲ୍ଲୀ: ଟିଭିଏସ୍‌ ମୋଟର ଦେଶର ପ୍ରଥମ ଇଥେନୋଲ୍‌ ପାୱାରଡ୍‌ ମୋଟର ସାଇକେଲ୍‌ ବଜାର ପ୍ରବେଶ କରାଇଛି । ଦା ଗ୍ରିନ୍‌ ଆପାଚି ଆର୍‌ଟିଆର୍‌ ୨୦୦ ୪ଭିର ମୂଲ୍ୟ ୧.୨୦ ଲକ୍ଷ ର ହିଛି । ଇଥେନୋଲ୍‌ ପାୱାରଡ୍‌ ଆପାଚି ୨୦୦ ଖୁଚୁରା ପ୍ରାୟତଃ ୧୧ ହଜାର ଅଧିକ ହେବା ସହ ଆର୍‌ଟିଆର୍‌ ୨୦୦ ଏଫ୍‌ଆଇ ଖୁଚୁରା ବଜାରରେ ମୂଲ୍ୟ ୧.୦୯ ଲକ୍ଷ ଏକ୍ସସୋରୁମ୍‌ ରହିଛି । ଏହି ବାଇକ୍‌ ଆପାଚି ଆର୍‌ଟିଆର୍‌ ୨୦୦ ଏଫ୍‌ଆଇ ଇ୧୦୦ ନୂଆଦିଲ୍ଲୀରେ ଲଞ୍ଚ ହୋଇଛିା ଟିଭିଏସ୍‌ ମୋଟର କମ୍ପାନୀର ଚେୟାର୍‌ମ୍ୟାନ୍‌ ବେନୁ ଶ୍ରୀନିବାସନ୍‌ ଓ ତାଙ୍କ ପୁଅ ସୁଦର୍ଶନ ବେନୁ ତଥା କେନ୍ଦ୍ର ପରିବହନ ଓ ସଡ଼କ ମନ୍ତ୍ରୀ ନୀତିନ୍‌ ଗଡକରୀ ଉପସ୍ଥିତିରେ ଲଞ୍ଚ ହୋଇଥିଲା । ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ସରକାର ପରିବେଶ ସନ୍ତୁଳନ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗୁହିକ ଗ୍ରହଣ କରୁଛନ୍ତି । ଗତ କିଛି ବର୍ଷ ମଧ୍ୟରେ ସରକାର ଇଲେକଫି୍ରକ୍‌ ଯାନ୍‌ ପ୍ରସ୍ତìତ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ଅଧିକ ପରିବେଶ ଉପଯୋଗୀ ଯାନ୍‌ ଗୁଡିକ ଦେଶରେ ନିର୍ମିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଟିଭିଏସ୍‌ ମୋଟର ଦୁଇ ଚକିଆ ଯାନ୍‌ ଇଥେନୋଲ୍‌ ଅବସ୍ଥାପିତ ତୈଳ ଚାଳାଚଳ କରିବ । ଆପାଚି ଆର୍‌ ଟିଆର୍‌ ୨୦୦ଏଫ୍‌ଆଇ ଇ୧୦୦ ୟୁଜର୍‌ ୧୦୦ ପ୍ରତିଶତ ଇଥେନୋଲ୍‌ ରୁ ପେଟ୍ରୋଲ୍‌ ଚଳାଚଳ ହୋଇପାରିବ । ପ୍ରଥମ ଦୁଇ ଚକିଆ ଯାନ୍‌ ଦେଶରେ ହୋଇଛି । ଟିଭିଏସ୍‌ ମୋଟର ଇଥେନୋଲ୍‌ ଇଞ୍ଜିନ୍‌ ପ୍ରଦର୍ଶନ ଅଧିକ ପ୍ରଦୂକ୍ଷଣ କରିବ ନାହିଁ । ପେଟ୍ରୋଲ ଇଞ୍ଜିନ୍‌ ଅଧିକ ପ୍ରଦୂଷଣ କରୁଛି । ଇଥେନୋଲ୍‌ ଘରୋଇ ଅକ୍ଷୟ ଉର୍ଜା ଜରିଆରେ ଉତ୍ପାଦନ ହେବ । ଏଥିରେ ଆଲ୍‌କୋହଲ୍‌ ସହିତ ଚିିନି ଉଦ୍ୟୋଗ ସର୍ବନିମ୍ନ ପ୍ରଦୂଷଣ ହୋଇଛି । ଟିଭିଏସ୍‌ ମୋଟର କହିବାନୁସାରେ ଦୁଇ ଚକିଆ ଯାନ୍‌ ପ୍ରାୟତଃ ୧୦ ପ୍ରତିଶତ ସମୁଦାୟ ତୈଳ ସଂଗ୍ରହ ହୋଇପାରିବ । ଦେଶରେ ବାର୍ଷିକ ୧୩ ବିଲିୟନ୍‌ ଓ ଇଥେନୋଲ୍‌ ଅବସ୍ଥାପିତ ଦୁଇଚକିଆ ଯାନ୍‌ ଜରିଆରେ ପ୍ରଦୂଷଣର ମାତ୍ରା ବହୁମାତ୍ରାରେ କମାଇପାରିବା । ଆର୍‌ଟିଆର୍‌ ୨୦୦ ଏଫ୍‌ଆଇ ଇ୧୦୦ ସାମାନ୍ୟ ପରିବର୍ତ୍ତନ ହୋଇଛି । ବାଇକ୍‌ ଟୁଇନ୍‌ ସ୍ପାୟ ଟୁଇନ୍‌ ପୋର୍ଟ ଇଏଫ୍‌ଆଇ ଟେକ୍ନୋଲୋଜି ରହିଛି । ଟିଭିଏସ୍‌ ଡ୍ରାଇଭେବିଲିଟି ଯେଉଁ ପ୍ରକାରର ରହିବା ଉଚିତ । ଆପାଚି ଆର୍‌ଟିଆର୍‌ ୨୦୦ ଏଫ୍‌ଆଇ ଇ୧୦୦ ଅଫର୍‌ ୨୧ପିଏସ୍‌ ଓ ୧୮.୧ ଏନ୍‌ଏମ୍‌ ସହିତ ୨୦୦ ସିସି ଏୟାର୍‌କୁଲï,ସିଙ୍ଗଲ୍‌ ସିଲିଣ୍ଡର ଇଞ୍ଜିନ୍‌ସହିତ ପାୱାର ନିୟନ୍ତ୍ରଣ ଆପାଚି ଆର୍‌ଟିଆର୍‌ ୨୦୦ ୪ଭି ସାମାନ୍ୟ ବଦଳା ହୋଇଛି ।ାପେଟ୍ରୋଲ୍‌ ପାୱାର ଭର୍ସନ୍‌ ତୁଳନାରେ ଅଫର୍‌ ପ୍ରାୟତଃ ପିଏସ୍‌ ହ୍ରାସ ହୋଇଛି । ଇଥେନୋଲ୍‌ ଭର୍ସନ୍‌ ସହିତ ବୋଷ୍ଟ ଶ୍ରେଷ୍ଠ ସ୍ପିଡ୍‌ ୧୨୯ କିଲୋମିଟର ରହିବ । ଏହି ବାଇକ୍‌ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଓ କର୍ଣ୍ଣାଟକରେ ଉପଲବ୍ଧ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କରେ ସନ୍ତୁଳନ ନହେବାରୁ ଆମେରିକା ନିରାଶ

ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କରେ ସନ୍ତୁଳନ ନହେବାରୁ ଆମେରିକା ନିରାଶ

Read More...

ପାଟକୁରାରେ ସାଧାରଣ ସଭା କରିବେନି ନବୀନ

ପାଟକୁରାରେ ସାଧାରଣ ସଭା କରିବେନି ନବୀନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page