ଆଜି ଆଇସିଏସ୍‌ଇ ଦଶମ ରେଜଲଫ

July 16, 2022, ଓଡ଼ିଶା, , Anupambharat News Bureau


ଆଜି ଆଇସିଏସ୍‌ଇ ଦଶମ ରେଜଲଫ
Anupambharat News Bureau
July 16, 2022


ନୂଆଦିଲ୍ଲୀ/ଭୁବନେଶ୍ୱର,୧୬ ।୭ (ଅନପମ ମିଡିଆ): ଆଜି (ରବିବାର)ପ୍ରକାଶ ପାଇବ ଆଇସିଏସ୍‌ଇର ଦଶମ ଶ୍ରେଣୀ ପରୀକ୍ଷା ଫଳ । ଆସନ୍ତାକାଲି ଅପରାହ୍ନ ୫ଟାରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀମାନେ ରୋଲ ନମ୍ବର ଦେଇ ସ୍କୋରକାର୍ଡ ଯାଂଚ କରିବା ସହ ଡାଉନଲୋଡ୍‌ କରିପାରିବେ । କାଉନସିଲ୍‌ ଫର୍‌ ଦ ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକଜାମିନ୍‌-ସିଆଇଏସସିଇ ପକ୍ଷରୁ ସୂଚନା ଦିଆଯାଇଛି । ସିଆଇଏସସିଇର େୱବସାଇଟ ରେ ଏହି ପରୀକ୍ଷା ଫଳ ଉପଲବ୍ଧ ହେବ । ଏହା ବ୍ୟତୀତ ମୋବାଇଲ୍‌ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀ ନିଜ ନିଜର ପରୀକ୍ଷା ଫଳ ଜାଣିପାରିବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଖାଦ୍ୟସାମଗ୍ରୀରେ ଜିଏସ୍‌ଟି  : କେନ୍ଦ୍ରର ଟିକସ ମାଡ଼ରେ ମଧ୍ୟମବର୍ଗ ହନ୍ତସନ୍ତ

ଖାଦ୍ୟସାମଗ୍ରୀରେ ଜିଏସ୍‌ଟି : କେନ୍ଦ୍ରର ଟିକସ ମାଡ଼ରେ ମଧ୍ୟମବର୍ଗ ହନ୍ତସନ୍ତ

Read More...

ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ

ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page