୧୬ରୁ ଖୋଲିବ ଐତିହ୍ୟସ୍ଥଳୀ

June 14, 2021, ଓଡ଼ିଶା, , Anupambharat News Bureau


୧୬ରୁ ଖୋଲିବ ଐତିହ୍ୟସ୍ଥଳୀ
Anupambharat News Bureau
June 14, 2021


ଭୁବନେଶ୍ୱର, ୧୪ା୬(ଅନୁପମ ମିଡ଼ିଆ): ଆସନ୍ତା ୧୬ ତାରିଖଠାରୁ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳୀ ଖୋଲିବ । ତେବେ ଏଗୁଡ଼ିକ ଖୋଲିଲେ ମଧ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ କରୋନା ନିୟମାବଳୀ ପାଳନ ହେବ । ଏସମ୍ପର୍କରେ ସୋମବାର ଭାରତୀୟ ପ୍ରତ୍ନତତ୍ତ୍‌୍ୱ ବିଭାଗ (ଏଏସଆଇ) ପକ୍ଷରୁ ସୂଚନା ଦିଆଯାଇଛି । କରୋନା ସଂକ୍ରମଣ ପାଇଁ ଗତ ଏପ୍ରିଲ ୧୫ରୁ ରାଜ୍ୟର ପ୍ରମୁଖ ଐତିହ୍ୟସ୍ଥଳୀଗୁଡ଼ିକ ବନ୍ଦ ରହିଛି । ଓଡ଼ିଶାରେ ଏସଆଇ ଦ୍ୱାରା ସଂରକ୍ଷିତ ପ୍ରାୟ ୮୦ଟି ଐତିହ୍ୟସ୍ଥଳୀ ରହିଛି । ଏଗୁଡ଼ିକ ମଧ୍ୟରେ ରହିଛି ପୁରୀ ଶ୍ରୀମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ୩ଟି ମୁ୍ୟଜିୟମ ଲଳିତଗିରି, ରତ୍ନଗିରି ଓ କୋଣାର୍କଠାରେ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Read More...

ଏପଟେ ଭେଜାଲ ଔଷଧ ସେପଟେ ମହଙ୍ଗା ମାଡ଼:  ସାଧାରଣ ଜନତା କଲବଲ

ଏପଟେ ଭେଜାଲ ଔଷଧ ସେପଟେ ମହଙ୍ଗା ମାଡ଼: ସାଧାରଣ ଜନତା କଲବଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page