ୟୁପି ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ

December 12, 2020, ଦେଶ, , Anupambharat News Bureau


ୟୁପି ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
Anupambharat News Bureau
December 12, 2020


ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ । ଉତ୍ତରପ୍ରଦେଶ ପୋଲିସ ସର୍ଭିସ ଡାଏଲ ୧୧୨ର ହୱାଟ୍ସଆପକୁ ମେସେଜ କରି କେହି ଦୁର୍ବୃତ୍ତ ହତ୍ୟା ଧମକ ଦେଇଛି । ଏହି ଧମକପୂର୍ଣ୍ଣ ବାର୍ତ୍ତାରେ ଆପତ୍ତିଜନକ ଭାଷା ମଧ୍ୟ ବ୍ୟବହାର କରାଯାଇଛି । ଏ ନେଇ ଲକ୍ଷ୍ନୌର ସୁଶାନ୍ତ ଲୋକ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ତେବେ ପ୍ରାଥମିକ ତଦନ୍ତରୁ ମେସେଜ କରିଥିବା ବ୍ୟକ୍ତିଙ୍କ ଘର ଆଗ୍ରା ଅଞ୍ଚଳରେ ବୋଲି ଜଣାପଡିଛି । ଏ ନେଇ ଆଗ୍ରା ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିବା େବେଳ ଏନେଇ ପୋଲିସ ଘଟଣାର ତଦନ୍ତ ଚଳାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୩ରୁ ଖୋଲିବ ଶ୍ରୀମନ୍ଦିର!, ପ୍ରଥମେ ପୁରୀବାସୀଙ୍କୁ ପ୍ରବେଶ ଅନୁମତି

୨୩ରୁ ଖୋଲିବ ଶ୍ରୀମନ୍ଦିର!, ପ୍ରଥମେ ପୁରୀବାସୀଙ୍କୁ ପ୍ରବେଶ ଅନୁମତି

Read More...

ସିବିଆଇର ସୁନା ନେଲା କିଏ ?

ସିବିଆଇର ସୁନା ନେଲା କିଏ ?

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page